News portal website
before header
Browsing Tag

Presidential election

ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଚାଲିଛି ୫୦ କ୍ୱିଣ୍ଟାଲ ଲଡୁ ପ୍ରସ୍ତୁତି

ଆଜି ଦେଶକୁ ମିଳିବାକୁ ଯାଉଛି ନୂଆ ରାଷ୍ଟ୍ରପତି। ଭୋଟ ଗଣତି ଜାରି ରହିଛି । ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ । ଫଳାଫଳ ଆସିବା ପୂର୍ବରୁ ତାଙ୍କ ଗାଁ ରାଇରଙ୍ଗପୁରର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଦ୍ରୌପଦୀ ମୁର୍ମୁ ହେବେ

ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

ଆଜି ହେଉଛି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ। ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରେସ୍‌ରେ ଅଛନ୍ତି ୩ ଜଣ ପ୍ରାର୍ଥୀ,  ରନୀଲ ୱିକ୍ରମସିଂଘେ, ଦୁଲ୍ଲାସ ଅଲ୍‌ହାପ୍ପେରୁମା ଓ ଅନୁରା କୁମାରା ଦିଶାନାୟକେ । ୪୪ ବର୍ଷ ପରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଭାବେ ଦେଶରେ ହେବ ରାଷ୍ଟ୍ରପତି

ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଦେଲେନି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଆଜି ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଚଳିତ ବର୍ଷ ଓଡ଼ିଶା ବିଧାନସଭାରେ ଭୋଟ୍‌ ଦେଲେ ୧୪୫ ବିଧାୟକ। ତେବେ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଭୋଟ୍‌ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କିନ୍ତୁ କେବଳ ଭୋଟ୍ ଦେବାକୁ ଆସିଲେନି ବିଧାୟକ ପ୍ରଶାନ୍ତ

ଦ୍ରୌପଦୀଙ୍କୁ ଭୋଟ ଦେଲେ ମୋକିମ୍‌ ତାରା କହିଲେ ଦଳୀୟ ନିର୍ଦ୍ଦେଶ ମାନିନଥିଲେ କାର୍ଯ୍ୟାନୁଷ୍ଠାନ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି , " ଯଶବନ୍ତ ସିନ୍ନାଙ୍କୁ ଭୋଟ ଦେବା ପାଇଁ ହାଇକମାଣ୍ଡଙ୍କ

ଆଜି ରାଷ୍ଟ୍ରପତି ନିର୍ବାଚନ

ଆଜି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ପାଇଁ ଆଜି ହେବାକୁ ଯାଉଛି ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା

ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ୱୀ – ‘ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ’

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ । ଏହାରି ଭିତରେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି କହିଛନ୍ତି,

ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି

ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି  AAP ସାଂସଦ ସଞ୍ଜୟ ସିଂ । ସେ କହିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ AAP ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ।  ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ କିନ୍ତୁ

ଯଶୱନ୍ତ ସିହ୍ନାଙ୍କୁ ଯିବ ରାଜ୍ୟ କଂଗ୍ରେସ ଭୋଟ ସୂଚନା ଦେଲେ ପିସିସି ସଭାପତି

ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ କଂଗ୍ରେସ ବିଧାୟକ। ଦିଲ୍ଲୀରେ ଫେରିବା ପରେ କଂଗ୍ରେସ ବିଧାୟକ ମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ ବିଧାୟକ ମାନଙ୍କୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। କଂଗ୍ରେସର ସମସ୍ତ ଭୋଟ ମିଳିତ