News portal website
before header
Browsing Tag

Gst

ବିବାଦ ପରେ ମୁଢ଼ି ଚୂଡା ଇତ୍ୟାଦିରୁ GST ଛାଡ

ବହୁ ବାଦ ବିବାଦ ପରେ GST ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖୋଲାରେ GST ବିକିଲେ ଲାଗୁ ହେବ ନାହିଁ। ଡାଲି, ଗହମ, ରାଇ, ଓଡ୍‌ସ, ମକ୍କା, ଚାଉଳ, ଅଟା, ସୁଜି, ବେସନ, ମୁଢ଼ି ଏବଂ ଲସି ଖୋଲାରେ ବିକ୍ରି କଲେ GST ଲାଗୁ

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଉପରେ ଲାଗୁ ଜିଏସଟି ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିବା ଜିଏସଟି ପ୍ରସଙ୍ଗ । ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି

ଏଣିକି ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ମହଙ୍ଗା

ଏହି ସୋମବାର ଠାରୁ ବଢ଼ିବା ପାଇଁ ଯାଉଛି ଡାକ୍ତରଖାନାର କୋଠରୀ ଭଡା଼। ଫଳରେ ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ଏବେ ମହଙ୍ଗା ହେବ। ଜୁଲାଇ ୧୮ ରୁ ଅଣ-ଆଇସିୟୁ ଡାକ୍ତରଖାନା ପାଇଁ ୫% ଜିଏସଟି ଲାଗୁ ହେବ। ଏ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦୈନିକ ୫, ୦୦୦ ରୁ ଅଧିକ

ଖାଉଟି ମୁଣ୍ଡରେ ଚଡକ ଜୁଲାଇ ୧୮ରୁ ଏହି ଜିନିଷ ହେବ ମହଙ୍ଗା

ଜୁଲାଇ ୧୮ ତାରିଖରୁ ଖାଉଟିଙ୍କ ମୁଣ୍ଡ ବଥା ବଢିବାକୁ ଯାଉଛି । ଏହାର ସଙ୍କେତ ମିଳିଛି ଜିଏସଟିର ୪୭ତମ ବୈଠକରୁ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜୁଲାଇ ୧୮ରୁ କିଛି ନୂଆ ଉତ୍ପାଦ, କିଛି ଦ୍ରବ୍ୟ ଓ ସେବା ଉପରେ ଜିଏସଟିର ହାର ବୃଦ୍ଧି ପାଇବ। ଜାଣନ୍ତୁ କେଉଁ