News portal website
before header
Browsing Tag

vaccination

ରାଜ୍ୟରେ ବ୍ୟାପକ ହୋଇଛି ଟିକାକରଣ: ବିଜୟ ପାଣିଗ୍ରାହୀ

ଟିକାକରଣକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଛି। କୋଭ୍ୟାକ୍ସିନ, କୋଭିସିଲଡ୍‌ ଓ କୋର୍ବେଭ୍ୟାକ୍ସ ଭଳି ୩ ପ୍ରକାର ଟିକା ଦିଆଯାଉଛି ।କୋଭ୍ୟାକ୍ସିନ ଓ କୋର୍ବେଭ୍ୟାକ୍ସ ଟିକା

ପ୍ରଥମ ଦିନରେ ୧୬ ଗୁଣ ଅଧିକ ଲୋକ ନେଲେ ବୁଷ୍ଟର ଡୋଜ୍‌

ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ ଟୀକାକରଣ ଅଭିଯାନ। ଏହି ଅଭିଯାନ ଅଧୀନରେ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ତେବେ ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍‌ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ଟିକା

ରାଜ୍ୟରେ ୨ କୋଟି ୬୫ ଲକ୍ଷ ଲୋକ ନେବେ ବୁଷ୍ଟର ଡୋଜ୍

ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟୀକାକରଣ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର ‌କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ୭୫ ଦିନ ଧରି ଚାଲିବ । ୨ କୋଟି ୬୫ ଲକ୍ଷ

ଟୀକାକରଣ କ୍ଷେତ୍ରରେ ଆଉ ଏକ ସଫଳତା : ଓଡ଼ିଶାରେ ୩ କୋଟି ଡୋଜରୁ ଅଧିକ କୋଭିଡ୍ ଟିକାକରଣ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ କୋଭିଡ୍ ଟିକାକରଣ କ୍ଷେତ୍ରରେ ଓଡ଼ିଶା ହାସଲ କଲା ଆଉ ଏକ ମାଇଲଷ୍ଟୋନ୍ । ଏଯାବତ୍ ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ଶେଷ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।