News portal website
before header
Browsing Tag

Booster Dose

ଆଜି ଠାରୁ ଭୁବନେଶ୍ୱରର ତିନୋଟି ମଲ୍‌ରେ ବୁଷ୍ଟର ଡୋଜ୍‌

ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ତିନୋଟି ମଲ୍‌ରେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ରୁଦ୍ରପୁର ସିମ୍ଫୋନି ମଲ୍‌, ପାତ୍ରପଡ଼ା ଡିଏନ୍‌-ରେଗାଲିଆ ଓ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଟୀକାକରଣ ପ୍ରକ୍ରିୟା ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରାରମ୍ଭିକ

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଜନତା। ଏ ଘଟଣା ଘଟିଛି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ । ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ

ପ୍ରଥମ ଦିନରେ ୧୬ ଗୁଣ ଅଧିକ ଲୋକ ନେଲେ ବୁଷ୍ଟର ଡୋଜ୍‌

ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ ଟୀକାକରଣ ଅଭିଯାନ। ଏହି ଅଭିଯାନ ଅଧୀନରେ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ତେବେ ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍‌ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ଟିକା

ରାଜ୍ୟରେ ୨ କୋଟି ୬୫ ଲକ୍ଷ ଲୋକ ନେବେ ବୁଷ୍ଟର ଡୋଜ୍

ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟୀକାକରଣ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର ‌କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ୭୫ ଦିନ ଧରି ଚାଲିବ । ୨ କୋଟି ୬୫ ଲକ୍ଷ