News portal website
before header
[URIS id=5393]

ଟାଟା କାଟିଲା ନୀଳାଞ୍ଚଳ ବିଦ୍ଯୁତ

0 297

ଅଷ୍ଟିନ୍ ନ୍ଯୁଜ /ଯାଜପୁର

Notice

ତା -୨୩/୦୮/୨୦୨୧

ପରିଚାଳନାଗତ ତ୍ରୁଟି ପାଇଁ ନୀଳାଚଳ ଇସ୍ପାତ କାରଖାନାର କ୍ଷତି ହୋଇଛି। ଏବେ ଆଉ ଏକ ଷଡ଼୍‌ଯନ୍ତ୍ର ପଦାକୁ ଆସିଛି। ମାସ ମାସ ଧରି ବିଦ୍ୟୁତ୍‌ ବିଲ୍‌ ମଧ୍ୟ କଂପାନି କର୍ତ୍ତୃପକ୍ଷ ବାକି ରଖିଛନ୍ତି। ପ୍ରାୟ ୫୬କୋଟି ୭୦ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଥିବାରୁ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା ଟାଟା ପାୱାର ନୀଳାଚଳର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ଗତକାଲି ଅପରାହ୍ଣ ୫ଟାରୁ ନୀଳାଚଳ କାରଖାନା, ମାର୍ଥାପୁରଠାରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଓ ଡୁବୁରିଠାରେ ଥିବା ନୀଳାଚଳ ଟାଉନ୍‌ସିପ୍‌ କଲୋନିର ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିଲା। ତେବେ ଗତକାଲି ରାତିରେ କଲୋନିକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।
Leave A Reply

Your email address will not be published.