News portal website
before header
Browsing Category

ଦେଶ ବିଦେଶ

ଅଗଷ୍ଟ ୧୫ରେ କରୋନା ଭ୍ଯାକ୍ସିନ

ଅଗଷ୍ଟ ୧୫ରେ ଦେଶକୁ ଆସିପାରେ କରୋନା ଭ୍ୟାକ୍ସିନ୍ ଦେଶରେ କରୋନା ଲଗାତାର ଭାବେ ବଢିବାର ଲାଗିଛି। ଏହାକୁ ରୋକିବା ପାଇଁ ଭ୍ୟାକ୍ସିନ୍ ର ଆବଶ୍ୟକ। କରୋନା ପାଇଁ ଦେଶୀ ଭ୍ୟାକ୍ସିନ୍ କୁହାଯାଉଥିବା 'କୋଭାକ୍ସିନ୍' ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସ…

ଯାତ୍ରୀ ବାହୀ ଟ୍ରେନ ବାତିଲ! ହେଲେ କେତେଦିନ?

ନୂଆଦିଲ୍ଲୀ ତା-୨୫-୦୬-୨୦୨୦ ବର୍ତ୍ତମାନ କରୋନାର ଭୟବହତାକୁ ଲକ୍ଷ୍ଯ କରାଯାଇ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। କେବଳ ମାଲବାହୀ ଟ୍ରେନକୁ ଛାଡିଦେଲେ, ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ଥଗିତ କରାଯାଇଛି। ରେଳବାଇ ପକ୍ଷରୁ ସୂଚନାଆସନ୍ତା ୧୨ଅଗଷ୍ଟ…

ବାକି ପରୀକ୍ଷା ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ…

ନୂଆଦିଲ୍ଲୀ: ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବାକି ପରୀକ୍ଷା ପତ୍ରଗୁଡ଼ିକୁ ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ ‘ସିବିଏସ୍‌ଇ’କୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି। ଏହି ନିର୍ଦେଶ ଗ୍ରହଣ କରି ମଙ୍ଗଳବାର ସୁଦ୍ଧା ଏ…