News portal website
before header
[URIS id=5393]

ଯାତ୍ରୀ ବାହୀ ଟ୍ରେନ ବାତିଲ! ହେଲେ କେତେଦିନ?

0 354

ନୂଆଦିଲ୍ଲୀ

ତା-୨୫-୦୬-୨୦୨୦

ବର୍ତ୍ତମାନ କରୋନାର ଭୟବହତାକୁ ଲକ୍ଷ୍ଯ କରାଯାଇ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। କେବଳ ମାଲବାହୀ ଟ୍ରେନକୁ ଛାଡିଦେଲେ, ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ଥଗିତ କରାଯାଇଛି।

ରେଳବାଇ ପକ୍ଷରୁ ସୂଚନାଆସନ୍ତା ୧୨ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ।

ଡିଜିଟାଲ ମିଡିଆରେ austinnewsyoutubeଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.