Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
କାହିଁକି ମଲେ ଯୁବତୀ?
ଯୁବତୀ ଜଣଙ୍କ ଆତ୍ମହତ୍ଯା କରିଥିବା ଗ୍ରାମବାସୀ କହୁଥିବା ବେଳେ ପରିବାର ପକ୍ଷରୁ ଜ୍ୱର ଏବଂ ବ୍ରେନ୍ ଷ୍ଟ୍ରୋକରେ ମୃତ ହୋଇଛି ବୋଲି କୁହାଯାଉଅଛି। ଏମିତି କହିବାର କାରଣ କ'ଣ ହୋଇପାରେ?
ଅଷ୍ଟିନ ନ୍ୟୁଜ୍/ଯାଜପୁର
୦୧/୦୬/୨୦୨୧
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ!-->!-->!-->!-->!-->!-->!-->…
ଆଗାମୀ ଦୁଇ ଦିନ ଭିତରେ ସିବିଏସଇ ପରୀକ୍ଷା ନିଷ୍ପତ୍ତି।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ଚଳିତବର୍ଷ ସିବିଏସ୍ଇ-ଆଇସିଏସ୍ଇ ଦ୍ବାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଗାମୀ ୨ ଦିନ ମଧ୍ୟରେ ନିଷ୍ପଭି ନିଆଯାଇପାରେ। କେନ୍ଦ୍ର ସରକାର ଗୁରୁବାର ଏ ସମ୍ପର୍କିତ ଯୋଜନା ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ!-->!-->!-->!-->!-->…
ଏଲୋପାଥି ଓ ରାମଦେବ: ବିବାଦ ବଢିଲା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ବାବା ରାମଦେବଙ୍କୁ ବିରୋଧ । ଆଜି 'କଳା ଦିବସ' ପାଳୁଛନ୍ତି ରେସିଡେଣ୍ଡ ଡାକ୍ତର, କଳାବ୍ୟାଜ୍ ପିନ୍ଧି କରୁଛନ୍ତି ରୋଗୀ ସେବା ସାରା ଦେଶରେ କରୋନା ଭୂତାଣୁ ସହ ଲଢୁଥିବା ହଜାର ହଜାର ଡାକ୍ତର ଆଜି ପାଳୁଛନ୍ତି ‘କଳା ଦିବସ' ।
!-->!-->!-->!-->!-->!-->!-->…
ଅଗ୍ନିଶମ ସେବା ସଂସ୍ଥାର ୧୦ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ବାତ୍ୟା ୟାସ୍ ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମବାହିନୀର ୧୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା,!-->!-->!-->!-->!-->…
କମୁନି ସଂକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ରାଜ୍ୟରେ କ୍ରମାଗତ ଭାବେ ଲକଡାଉନ ପ୍ରଭାବ ଯୋଗେ ସଂକ୍ରମଣ କମୁଥିବାରୁ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->!-->!-->!-->!-->…
କଂଗ୍ରେସ ନେତା ବାପି ସର୍ଖେଲ୍ ଅସୁସ୍ଥ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୩୧-୦୫-୨୦୨୧
ପାରାଦୀପର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଓଡ଼ିଆ କଂଗ୍ରେସ ଦଳର ଆଗଧାଡିର ନେତା, ଶ୍ରୀ ବାପି ସର୍ଖେଲ୍ କରୋନାରେ ଅସୁସ୍ଥ ହୋଇ ଚିକିତ୍ସିତ ହୋଉଛନ୍ତି । ତାଙ୍କର ଅସୁସ୍ଥ ଖବରରେ ପାରାଦୀପ ତଥା ଓଡ଼ିଶାର ବହୁ କଂଗ୍ରେସ ନେତା ତାଙ୍କର ଆଶୁ!-->!-->!-->!-->!-->…
ଓଡ଼ିଶାର ସର୍ବପ୍ରଥମ କର୍କଟ ରୋଗ ଚିକିତ୍ସାଳୟ ଭାବେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ କୁ ଏନ୍ଏବିଏଚ୍…
କଟକ / ଅଷ୍ଟିନ୍ ନ୍ୟୁଜ
ତା-୩୧-୦୫-୨୦୨୧
ରାଜ୍ୟରେ ପ୍ରଥମ କ୍ଯାନ୍ସର ହସ୍ପିଟାଲ ଭାବରେ ଏନ୍ଏବିଏଚ୍ ଆକ୍ରିଡେସନ୍ ପ୍ରାପ୍ତ କରିବାରେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ, ସଫଳତା ଲାଭ କରିଛି। ଏହି ଅକ୍ରିଡେସନ୍ କେବଳ ଉଚ୍ଚକୋଟୀର ରୋଗୀ ସେବା ଓ ସବୁ ପ୍ରକାରର ଭିତ୍ତିଭୂମି ଥିବା!-->!-->!-->!-->!-->…
ଆଦିବାସୀ ବହୁଳ ଗାଁରେ ଗଡ଼ିଲା କରୋନା ସଚେତନତା ରଥ ..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୧-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣହାର ଆଦିବାସୀ ବହୁଳ ଗ୍ରାମରେ ବଢୁଥିବା ଯୋଗୁଁ କପ୍ତିପଦା ଉପଖଣ୍ଡ ର ଆଇ. ଟି . ଡି . ଏ ତରଫରୁ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନ ରଥ ଉଦଳା ବ୍ଲକ!-->!-->!-->!-->!-->!-->!-->…
