Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ପେଟ୍ରୋଲ ଓ ଡିଜେଲ ଟଙ୍କାରେ ସରକାରଙ୍କ କରୋନା ମୁକାବିଲା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
କରୋନା ମହାମାରୀ ଭିତରେ ଭଢ଼ି ଚାଲିଛି ପେଟ୍ରୋଲ ଦଳ। ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏହି ସମୟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଦୁଇ ଦିନ ପରେ ଆଜି ପୁଣି ତୈଳ ଦରରେ ବୃଦ୍ଧି ଘଟିଛି। ଜୁନ୍ ୪ରେ ସରକାରୀ ତୈଳ!-->!-->!-->!-->!-->…
ଦୁଇଦିନ ପରେ କମିଲା ସଂକ୍ରମଣ ..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ସେମାନଙ୍କ ମଧ୍ୟରେ!-->!-->!-->!-->!-->…
ରାଜଧାନୀ ଭୁବନେଶ୍ୱର ରେ ଟିକାର ଅଭାବ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଥିବା ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ ୩ରେ ପ୍ରଥମ ଡୋଜ ଟିକା!-->!-->!-->!-->!-->…
ବୁଲା ପ୍ରାଣୀଙ୍କ ପାଇଁ ପୁଣି ୬୭.୫୨ ଲକ୍ଷ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
ତୃତୀୟ ପର୍ଯ୍ୟାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି । ଅସହାୟ ଭାବେ!-->!-->!-->!-->!-->…
ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
ପୁରୀ ଜିଲ୍ଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ବ୍ରହ୍ମକୁଣ୍ଡି ଗାଁ ନିକଟରେ ଥିବା ଏକ ବାଣ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ ବିସ୍ପୋରଣରେ କେହି ମୃତାହତ ହୋଇନଥିବାସୂଚନା ମିଳିଛି । ଏଥିରେ ଘଟି ୩୦ଲକ୍ଷ ଟଙ୍କାର ବାଣ ପୋଡି ପାଉଁଶ ହୋଇଯାଇଛି ।!-->!-->!-->!-->!-->…
କୋଭିଡରେ “ସାଇ ଇଣ୍ଟରନ୍ଯାସନାଲ ସ୍କୁଲ”ର ଅଧ୍ଯକ୍ଷ ବିଜୟ ସାହୁ ଆଖି ବୁଜିଲେ।
ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର
ତା-୦୩-୦୬-୨୦୨୧
କରୋନା ମହାମାରୀରେ ଆଖି ବୁଜିଲେ ଡ଼ଃ ବିଜୟ କୁମାର ସାହୁ।ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ।ସାଇ ଇଣ୍ଟରନ୍ଯାସନାଲ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ସେ ନିୟୋଜିତ ଥିଲେ। ଓଡ଼ିଶାର ଶିକ୍ଷା!-->!-->!-->!-->!-->…
ଆଜି ବିଶ୍ଵ ବାଇସାଇକଲ୍ ଦିବସ
କଟକ /ଅଷ୍ଟିନ୍ ନ୍ୟୁଜ
ତା - ୦୩-୦୬-୨୦୨୧
ଆଜି ହେଉଛି ବିଶ୍ୱ ବାଇସାଇକଲ୍ ଦିବସ। ୨୦୧୮ ମସିହା, ଜାତିସଂଘ ର ସାଧାରଣ ପରିଷଦ ରେ ଏହି ଦିନ କୁ ବିଶ୍ଵ ବାଇସାଇକଲ୍ ଦିବସ ଭବରେ ପାଳନ କରିବାକୁ ସ୍ୱୀକୃତି ମିଳିଥିଲା। ଲେସ୍ଜେକ୍ ସାଇବିଲ୍ସକି, ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଭଳି!-->!-->!-->!-->!-->…
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ….
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ରହିଛି । ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାରେ ତିନିଟି ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏଁ ଚକ ସହ!-->!-->!-->!-->!-->…
ଆସନ୍ତା ୧୦ ଓ ୧୧ରେ ଓଡ଼ିଶା ଛୁଇଁବ ମୌସୁମୀ …
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
କେରଳରେ ଆଉ କିଛି ସମୟ ପରେ ପହଁଚିବ ମୌସୁମୀ । କେରଳ ଉପକୂଳକୁ ଗୁରୁବାର ସୁଦ୍ଧା ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବୋଲି ଆକଳନ କରାଯାଉଛି । ଏ ନେଇ ବାତାବରଣ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ!-->!-->!-->!-->!-->…
ଜୁନରେ କମିବାରେ ନାଁ ଧରୁନାହିଁ ସଂକ୍ରମଣ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮୩୯ କରୋନା ପଜିଟିଭ୍!-->!-->!-->!-->!-->…
