News portal website
before header
[URIS id=5393]

ରାଜଧାନୀ ଭୁବନେଶ୍ୱର ରେ ଟିକାର ଅଭାବ

0 141

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୩-୦୬-୨୦୨୧

ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଥିବା ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ ୩ରେ ପ୍ରଥମ ଡୋଜ ଟିକା ନେଇଥିଲେ ତାହାର ଅବଧି ୧୩ ଜୁନ ରହୁଥିବାରୁ ତାର ଯଥେଷ୍ଟ ପୂର୍ବରୁ ଟିକା ଆସିବ।


ଅନ୍ୟପଟେ ୪୫ରୁ ଅଧିକ ବର୍ଷ ବର୍ଗର ଲୋକଙ୍କ ପାଇଁ ଟୀକାର ଅଭାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଞ୍ଜୟ ସିଂ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.