News portal website
before header
[URIS id=5393]

କୋଭିଡରେ “ସାଇ ଇଣ୍ଟରନ୍ଯାସନାଲ ସ୍କୁଲ”ର ଅଧ୍ଯକ୍ଷ ବିଜୟ ସାହୁ ଆଖି ବୁଜିଲେ।

0 328

ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର

Notice

ତା-୦୩-୦୬-୨୦୨୧

କରୋନା ମହାମାରୀରେ ଆଖି ବୁଜିଲେ ଡ଼ଃ ବିଜୟ କୁମାର ସାହୁ।ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ।ସାଇ ଇଣ୍ଟରନ୍ଯାସନାଲ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ସେ ନିୟୋଜିତ ଥିଲେ। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ ଅବିସ୍ମରଣୀୟ ହୋଇ ରହିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.