News portal website
before header
Browsing Category

ଓଡିଶା

ବାତ୍ୟା ୟାସ ର କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ବାତ୍ୟା ୟାସ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ସବସିଡି ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩, ୫୦୦ ଟଙ୍କା ମିଳିବ।…

ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ECMO ମେସିନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ କରୋନା ମହାମାରୀ ସମୟରେ ହଜାର ହଜାର ରୋଗୀ ମୁର୍ତ୍ୟୁ ବରଣ କରୁଥିବାବେଳେ । ଆଉ ଏକ କଥା ସାମ୍ନା କୁ ଆସିଛି କି ।ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ପ୍ରଥମ…

କେବଳ ପୁରୀରେ ହେବ ରଥଯାତ୍ରା ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ପୁଣି ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏବର୍ଷ ବି ଭକ୍ତ ଶୂନ୍ୟ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । ଏହା ଛଡା କେବଳ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ୟସ ପ୍ୟାକେଜ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ବାତ୍ୟା ୟାସ ପାଇଁ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସହାୟତା । ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ…

ଜୋମାଟୋ ଗାର୍ଲଙ୍କୁ ସମ୍ବର୍ଦ୍ଧନା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୦-୦୬-୨୦୨୧ କଟକ କାଠଗଡ଼ାସାହି ର ବିଷ୍ଣୁପ୍ରିୟା ସ୍ୱାଇଁ ଏବେ କଟକ ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ ଭବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ସେ କଟକ ର ପ୍ରଥମ ଅନ୍ଲାଇନ୍ ଫୁଡ୍ ଡେଲିଭରି ଗାର୍ଲ ହେବା ସହ ଶୈଳବାଳା ମହିଳା…

ରେଭେନ୍ସା ଛାତ୍ରାବାସ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

କଟକ / ଅଷ୍ଟିନ୍ ନ୍ୟୁଜ ତା-୧୦-୦୬-୨୦୨୧ କୋଭିଡ଼ ଲକ୍ ଡାଉନ ପରିପେକ୍ଷିରେ ଅନେକ୍ ଅସୁବିଧାର ସମ୍ମୁଖିନ କରୁଥିବା ରେଭେନ୍ସା ଛାତ୍ରାବାସ ର କର୍ମଚାରୀଙ୍କୁ କଲିକତା ଇଣ୍ଡିଆନ୍ ବ୍ଯାଙ୍କ ର ଜଣେ କାର୍ଯ୍ୟରତ କର୍ମଚାରୀ ଓ ପୁରାତନ ଛାତ୍ର ମଳୟ ମହାନ୍ତି ଙ୍କ ସହଯୋଗରେ ପୁରାତନ ଛାତର ସାମାଜ…

ରାଜ୍ୟ କ୍ୟାବିନେଟର ୧୧ଟି ପ୍ରସ୍ତାବ ଉପରେ ମୋହର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ…

କରୋନା କଟକଣା ଭିତରେ ପାଳନ ହେଉଛି ‘ସାବିତ୍ରୀ ବ୍ରତ’

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ସାବିତ୍ରୀ ଅମାବାସ୍ୟା ଅବସରରେ ଖାଁ ଖାଁ ରହିଛି ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ଦେବାଳୟ ଯାଉନାହାନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା।ମହାମାରୀ…

ଦୁଇ ଦିନ ହେଲା ବଢୁଛି ସଂକ୍ରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ୬୦୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୪୬ଟି ମାମଲା ଆସିଥିବା ବେଳେ ୨ ହଜାର ୬୫୧ଟି ମାମଲା…

ବିର୍ସା ମୁଣ୍ଡାଙ୍କ ୧୨୧ତମ ଶହୀଦ ଦିବସ;ପାଳନରେ ସାମିଲ ଆବଳବୃଦ୍ଧବନିତା

ଅଷ୍ଟିନ ନ୍ଯୁଜ/ମୟୁରଭଞ୍ଜ ତା-୦୯-୦୬-୨୦୨୧ ଆଜି ହେଉଛି ବିର୍ସାମୁଣ୍ଡାଙ୍କର ୧୨୧ତମ ଶହୀଦ ଦିବସ।ସାରା ରାଜ୍ଯ ପାଳନ କରୁଛି ଶ୍ରଦ୍ଧାଞ୍ଜଳି, ସ୍ମାରକୀ ସ୍ଥଳରେ ବିଜୟ ଗାଥା ମନେ ପକାଇ ଉଦଜିବିତ କରିଛନ୍ତି ନେତା, ରାଜନେତା, ଶାସକ, ପ୍ରଶାସକ, ସମାଜସେବୀ, ସାମ୍ବାଦିକ, ଏବଂ ଯୁବପିଢି…