News portal website
before header
[URIS id=5393]

ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ECMO ମେସିନ

0 144

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୦-୦୬-୨୦୨୧

କରୋନା ମହାମାରୀ ସମୟରେ ହଜାର ହଜାର ରୋଗୀ ମୁର୍ତ୍ୟୁ ବରଣ କରୁଥିବାବେଳେ । ଆଉ ଏକ କଥା ସାମ୍ନା କୁ ଆସିଛି କି ।
ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ପ୍ରଥମ ECMO ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ ପାଇଁ ସୂଚନା ରହିଛି ।

ପରବର୍ତ୍ତୀ ସମୟରେ ଅନ୍ୟ ECMO ମେସିନ କାର୍ଯ୍ୟକ୍ଷମ ହେବ। ମେସିନ କିଣିବା ପାଇଁ ଅର୍ଡର ସରିଥିଲା ବେଳେ ଏହା ଖୁବ ଶୀଘ୍ର ଏହା ସ୍ଥାପନ ହେବ। ECMO ପରିଚାଳନା ପାଇଁ ଏମ୍ସ ଅଧତ୍କ ଟେକ୍ନିସିଆନ ନିଯୁକ୍ତ କରୁଥିବା ସୂଚନା ରୁ ପ୍ରକାଶ ପାଇଛି । ଏବେ କିଛି ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପକ୍ଷରୁ ସୂଚନା ଦେଇଛନ୍ତି

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.