Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
କରୋନାର ଦେବଦୂତ ସାଜିଲେ ତପନ : ସ୍ବାଗତ କଲେ ବର୍ଷା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୬-୨୦୨୧
କରୋନାର ଦେବଦୂତ ସାଜିଲେ ତପନ ଆଜି ଅପରାହ୍ନ ସମୟରେ କପ୍ତିପଦା ଥାନା ଆଇ. ଆଇ.ସି . ହାତରେ ଅକ୍ସିଜେନ ସିଲିଣ୍ଡର ଯୋଗାଣ ପାଇଁ ଏକ ନୂଆ ଯାନକୁ ଉଦଘାଟନ କରି ଅଛନ୍ତି । କରୋନା ସମୟରେ ସାଧାରଣ ଲୋକଙ୍କ ପାଖରେ ମାଗଣା ସେବା ମାଧ୍ୟମରେ!-->!-->!-->!-->!-->…
ପାନୀୟ ଜଳ ପାଇଁ ଅନଶନ।
ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ
ଉଦଳା-ଚନ୍ଦ୍ରଶେଖର ପରିଡା
ତା-୧୮-୦୬-୨୦୨୧
ରାଜ୍ୟ ସରକାରଙ୍କ ତରଫରୁ ପାନୀୟ ଜଳ ସମସ୍ତ ଲୋକଙ୍କ ପାଇଁ ଯୋଗାଇ ଦେବାର ସରକାରୀ ଯୋଜନା ରହିଛି।ତାହା ବିଶେଷ କରି ଗାଁରେ ଠିକ ଭାବରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରୁନାହିଁ।ଫଳରେ ଲୋକମାନେ ବହୁତ!-->!-->!-->!-->!-->!-->!-->…
ଆଜି ଭାରତ-ନ୍ୟୁଜିଲାଣ୍ଡର ଐତିହାସିକ ଟେଷ୍ଟ ଫାଇନାଲ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୬-୨୦୨୧
ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ!-->!-->!-->!-->!-->…
ମହଙ୍ଗା ପଡିଲା ନାବାଳିକା ପ୍ରେମ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୬-୨୦୨୧
ମହଙ୍ଗା ପଡିଲା ନାବାଳିକା ପ୍ରେମ ଓ ଘରୁ ନେଇ ପଳାଇବା । ବନ୍ଧା ହେଲା ଯୁବକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ନୁରୁବାଦଳା ଗାଁ ର ଘଟଣା । ଲିକନ ମହାନ୍ତ ନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ ।ଖବର!-->!-->!-->!-->!-->…
କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୬୨ ହଜାରରୁ ଅଧିକ ପଜିଟିଭ୍, ୧୫୮୭ ମୃତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୬-୨୦୨୧
ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ୨ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷରୁ କମ୍ କରୋନା ସଂକ୍ରମିତ ଚିହ୍ନଟ!-->!-->!-->!-->!-->…
୩୧ ସୁଦ୍ଧା ସିବିଏସଇ ରେଜଲ୍ଟ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୬-୨୦୨୧
ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ । ୩୦-୩୦-୪୦ ଫର୍ମୁଲାରେ ରେଜଲ୍ଟ ପ୍ରକାଶ କରିବ ସିବିଏସଇ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ମାର୍କକୁ ନେଇ ଅସନ୍ତୁଷ୍ଟ!-->!-->!-->!-->!-->…
ରାଜ୍ୟ ସରକାରଙ୍କ କୋଭିଡ ପ୍ଯାକେଜ ୧୬୯୦.୪୬ କୋଟି।
ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର
ତା-୧୮-୦୬-୨୦୨୧
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି।ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ!-->!-->!-->!-->!-->…
୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୬-୨୦୨୧
ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ଆଜି ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ।ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି ।
ବାଲେଶ୍ୱର, ଭଦ୍ରକ,!-->!-->!-->!-->!-->!-->!-->!-->!-->…
ଆଜିଠୁ କଟକଣା ଆଂଶିକ କୋହଳ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୬-୨୦୨୧
ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍ଡାଉନ୍ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି।କ୍ୟାଟେଗୋରୀ -A ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭!-->!-->!-->!-->!-->…
୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ!-->!-->!-->!-->!-->…
