News portal website
before header
[URIS id=5393]

ମହଙ୍ଗା ପଡିଲା ନାବାଳିକା ପ୍ରେମ!!

0 233

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୮-୦୬-୨୦୨୧

ମହଙ୍ଗା ପଡିଲା ନାବାଳିକା ପ୍ରେମ ଓ ଘରୁ ନେଇ ପଳାଇବା । ବନ୍ଧା ହେଲା ଯୁବକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ନୁରୁବାଦଳା ଗାଁ ର ଘଟଣା । ଲିକନ ମହାନ୍ତ ନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ ।ଖବର ଅନୁଯାୟୀ, ନୁରୁବାଦଳା ଗାଁର ଲିକନ ମହାନ୍ତ ନାମକ ଜଣେ ଯୁବକ ରୋହିଣୀ କୁଦର ଗାଁ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲା । ଯିଏ କି ଆଉ ତିନି ଦିନ ପରେ ମାନେ ଜୁନ ୨୦ରେ ସାବଳିକା ହୋଇଥାନ୍ତା।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ତାକୁ ବିବାହ କରିବାକୁ ନିଜ ଘରକୁ ନେଇ ଯାଇଥିଲା । କିନ୍ତୁ ଝିଅକୁ ଅପହରଣ କରିଥିବା ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଗୁରୁବାର ଦିନ ଉଭୟଙ୍କୁ ପୁଅ ଘର ନୁରୁବାଦଳାରୁ ଉଦ୍ଧାର କରିଥିଲା ।

ଏହି ସହିତ ଯୁବକକୁ ଗିରଫ ମଧ୍ୟ କରିଛି। ନାବାଳିକାକୁ ଘର ଲୋକେ ଗ୍ରହଣ କରିବାକୁ ମନା କରିଦେବା ପରେ ପୁଲିସ ବାରିପଦା ସ୍ଥିତ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି। ତେବେ ଝିଅ ସାବାଳିକା ହେବାକୁ ମାତ୍ର ତିନି ଦିନ ଥିବା ବେଳେ ପରିବାର ଲୋକଙ୍କ ଏପରି ପଦକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଉଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.