ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୮-୦୬-୨୦୨୧
କରୋନାର ଦେବଦୂତ ସାଜିଲେ ତପନ ଆଜି ଅପରାହ୍ନ ସମୟରେ କପ୍ତିପଦା ଥାନା ଆଇ. ଆଇ.ସି . ହାତରେ ଅକ୍ସିଜେନ ସିଲିଣ୍ଡର ଯୋଗାଣ ପାଇଁ ଏକ ନୂଆ ଯାନକୁ ଉଦଘାଟନ କରି ଅଛନ୍ତି । କରୋନା ସମୟରେ ସାଧାରଣ ଲୋକଙ୍କ ପାଖରେ ମାଗଣା ସେବା ମାଧ୍ୟମରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚିବା ପାଇଁ ପ୍ରୟାସକୁ ସବୁ ମହଲରେ ସ୍ୱାଗତ କରି ଅଛନ୍ତି । ଏପରିକି ଓଡ଼ିଶାର ଚୁଲବୁଲି ସିନେମା ନାୟିକା ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଏପରି ସେବା ମନୋଭାବ କୁ ଭୂୟସି ପ୍ରଶଂସା କରି ଅଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
