Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ଟାଟା କାଟିଲା ନୀଳାଞ୍ଚଳ ବିଦ୍ଯୁତ
ଅଷ୍ଟିନ୍ ନ୍ଯୁଜ /ଯାଜପୁର
ତା -୨୩/୦୮/୨୦୨୧
ପରିଚାଳନାଗତ ତ୍ରୁଟି ପାଇଁ ନୀଳାଚଳ ଇସ୍ପାତ କାରଖାନାର କ୍ଷତି ହୋଇଛି। ଏବେ ଆଉ ଏକ ଷଡ଼୍ଯନ୍ତ୍ର ପଦାକୁ ଆସିଛି। ମାସ ମାସ ଧରି ବିଦ୍ୟୁତ୍ ବିଲ୍ ମଧ୍ୟ କଂପାନି କର୍ତ୍ତୃପକ୍ଷ ବାକି ରଖିଛନ୍ତି। ପ୍ରାୟ ୫୬କୋଟି ୭୦ ଲକ୍ଷ ଟଙ୍କାର!-->!-->!-->!-->!-->…
ଓଡିଶାରେ କରୋନା ;ଗୋଟିଏ ଦିନରେ ୧୦୧ ଶିଶୁ କରୋନା ସଂକ୍ରମଣ
ଅଷ୍ଟିନ୍ ନ୍ଯୁଜ /ଯାଜପୁର
ତା -୨୩/୦୮/୨୦୨୧
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣର ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୧୬୯୮ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା!-->!-->!-->!-->!-->…
ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୦-୦୮-୨୦୨୧
ଓଡ଼ିଆ ପୁଅ ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ ପ୍ରଦାନ କରିଛି ବିଶ୍ବ ଚେସ ଫେଡେରେସନ। ରଞ୍ଜନ ମହାନ୍ତି ଜଣେ ସୁଦକ୍ଷ ଫିଡେ ଇନଷ୍ଟ୍ରକ୍ଟର ଅଟନ୍ତି। ଅଲ ଓଡ଼ିଶା ଚେସ ଆସୋସିଏସନର ଶ୍ରୀଯୁକ୍ତ ମହାନ୍ତି ସଭାପତି ଅଟନ୍ତି।
!-->!-->!-->!-->!-->!-->!-->…
ସମାଜସେବା କ୍ଷେତ୍ରରେ ଡଃ.ନାରାୟଣ ମହାପାତ୍ରଙ୍କୁ ହ୍ଯୁମାନିଟଜର ସମ୍ବର୍ଦ୍ଧନା।
ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱର
ତାରିଖ-୧୬-୮-୨୧
ଆଜି ହ୍ୟୁମାନଟିଜ ଓ ଶ୍ରୀ ଶକ୍ତି ଏଜୁକେସନ ଟ୍ରଷ୍ଟ ,ରାଜକୋଟ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି!-->!-->!-->!-->!-->…
ଉଦଳା ବନବିଭାଗ ଚଢ଼ାଉରେ ୨୩ ଲଗ କାଠ ସହ ଗାଡ଼ି ଜବତ!
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୧୩-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ଭୋର ସମୟରେ ଯଇଦା ଦାମଦୋରପୁର ପାଖ,ମାର୍ସିଙ୍ଗା ନିକଟରେ ଉଦଳା ବନବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଚଢାଉ ହେଇଥିଲା।ଏକ ପିକଅପ ଗାଡ଼ିରେ ନିମ୍ବ ଓ ଗମ୍ଭାରୀ କାଠ ଯାଉଥିଲା।ଉକ୍ତ ଗାଡିରେ ୨୩ ଲଗ କାଠ!-->!-->!-->!-->!-->!-->!-->…
ଉଦଳା ବିଜେଡି ତରଫରୁ ଅଘୋଷିତ ବିଦ୍ୟୁତ କାଟ ସହ ଲୋ ଭୋଲଟେଜ ବନ୍ଦ ପାଇଁ ଦାବି।
ଅଷ୍ଟିନ ନ୍ଯୁଜ /ମୟୂରଭଞ୍ଜ
ତା-୧୩-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
କପ୍ତିପଦା ଉପଖଣ୍ଡରେ ବିଦ୍ୟୁତର ସମସ୍ୟା ଦୂର ପାଇଁ ଗ୍ରୀଡ଼ ହୋଇଛି।ତଥାପି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା ଫଳରେ ସମସ୍ତ ଉପଖଣ୍ଡ ବାସିନ୍ଦା ତଥା ଗ୍ରାହକ ମହଲରେ କ୍ଷୋଭ ପ୍ରକାଶ ପାଉଛି।ଅନେକ!-->!-->!-->!-->!-->!-->!-->…
ସରକାରଙ୍କ ନିୟମକୁ ସ୍ବାଗତ ଜଣାଇଲା ଶହୀଦ ନଗର ଦୂର୍ଗାପୂଜା ସମିତି।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୦୯-୦୮-୨୦୨୧
ଗତ ଥର ଭଳି ଏଥର ମଧ୍ୟ ସରକାର ପୂଜା କରିବା ନିମନ୍ତେ କଟକଣା ଲାଗୁ କରିବେ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି, ଆମେ ଏହାକୁ ସ୍ବାଗତ କରୁଛୁ, ଗତ ଥର କରୋନାର ଭୟାବହତା, ଠାରୁ ଚଳିତ ବର୍ଷ ବହୁ ଅଧକା ଅଛି, ଆମେ ସମସ୍ତେ ଆମ ମାନଙ୍କର!-->!-->!-->!-->!-->…
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର!
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୦୯-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ଼ ୧୯କୁ ନେଇ ବିଭିନ୍ନ ସମୟରେ ଗାଇଡ଼ ଲାଇନ ବାହାରିବା ଫଳରେ ଛୋଟ ଛୋଟ ଜୀବିକାରୁ ଚଳୁଥିବା କିଛି କର୍ମଜୀବିମାନେ ବହୁତ କଷ୍ଟରେ ଜୀବନ ଅତିବାହିତ କରିଥିଲେ ।ଏପରିକି!-->!-->!-->!-->!-->!-->!-->…
ରୋଟାରୀ କ୍ଲବ ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳନ!
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୦୭-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ରୋଟାରୀ କ୍ଳବ ଉଦଳା ତରଫରୁ ଜାତୀୟ ହସ୍ତତନ୍ତ ଦିବସରେ ବୁଣାକାର ମାନଙ୍କ ସମ୍ମାନ ଉଦ୍ଦେଶ୍ଯରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଡିହିରାକୁଳ ସ୍ଥିତ ବୁଣାକାର ସମବାୟ!-->!-->!-->!-->!-->!-->!-->…
ଜେଇଇ ପରୀକ୍ଷାରେ ସଫଳତା ପାଇଲେ ଧର୍ମଶାଳାର ପୁଅ ଶକ୍ତି ସ୍ବରୂପ!
#ସାବାସ_ଶକ୍ତି_ସ୍ବରୂପ#ଜେଇଇ_ପରୀକ୍ଷାରେ_ସଫଳତା_ପାଇଲେ_ଧର୍ମଶାଳା_ପୁଅ#JEEMainUpdate #jeemain2021 #BreakingNews #AustinNews ସର୍ବ ଭାରତୀୟ ଜେଇଇ ମେନ ପରୀକ୍ଷାରେ କୃତିତ୍ବ ଅର୍ଜନ କଲେ ଧର୍ମଶାଳାର ଶକ୍ତି ସ୍ଵରୂପ ମହାପାତ୍ର ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
!-->!-->!-->!-->!-->…
