ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱର

ତାରିଖ-୧୬-୮-୨୧
ଆଜି ହ୍ୟୁମାନଟିଜ ଓ ଶ୍ରୀ ଶକ୍ତି ଏଜୁକେସନ ଟ୍ରଷ୍ଟ ,ରାଜକୋଟ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି।
ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ମଧ୍ୟ ଶ୍ରୀ ନାରାୟଣ ମହାପାତ୍ରଙ୍କୁ “ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା” ଙ୍କୁ ସମାଜ ସେବା କ୍ଷେତ୍ର ରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି।
ପ୍ରତିଷ୍ଠାନର ପ୍ରତିଷ୍ଠାତା ମାନଙ୍କୁ ଧନ୍ୟବାଦ ଓ ଆମର ଶୁଭେଚ୍ଛା ପ୍ରଦାନ କରୁଛୁ, ଏହି ସମ୍ମାନ ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ ,ସଦସ୍ୟା ଓ ଆମର ସମସ୍ତ ଶୁଭେଛୁଙ୍କ ପାଇଁ ସମ୍ଭବ ହୋଇପାରିଛି,! ଏହି ସମ୍ମାନ ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା କରିବା ନିମନ୍ତେ ପ୍ରେରଣା ଦେବ, ମା ଭବାନି ଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ୟାଣ ହେଉ ଶ୍ରୀ ନାରାୟଣ ମହାପାତ୍ର ମତବ୍ୟକ୍ତ କରିଛନ୍ତି।
