News portal website
before header
Browsing Category

ଓଡିଶା

ନୂଆବର୍ଷରୁ କଲେଜ ପାଠପଢା ଆରମ୍ଭ !

ଭୁବନେଶ୍ବର: ତା-୧୦-୧୨-୨୦୨୦ ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ କଲେଜ ପାଠପଢା। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚାଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ସେ କହିଛନ୍ତି, "ନୂଆ ବର୍ଷରେ ଆଶା କରିବୁ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ। ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। UG ଓ PG…

ଆଜିଠୁ ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ : କେବେ ଶୁଣିବେ ମୋ ସରକାର

ଭୁବନେଶ୍ବର: ତା-୧୦-୧୨-୨୦୨୦ ଦରକାର ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଲେ ଏବେ ଚାକିରୀରୁ ଛଟେଇ କରିଦେଲେ। ତେବେ ଏ ନେଇ ୧୨ ଦିନ ଅହୋରାତ୍ର ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେମାନଙ୍କ ଦାବି ହେଉଛି ସ୍ଥାୟୀ…

ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ ହଜାର ଟଙ୍କା ଫାଇନ

ଭୁବନେଶ୍ବର: ତା-୯-୧୨-୨୦୨୦ ରାଜ୍ୟରେ କଡାକଡି ହେଲା ଟ୍ରାଫିକ୍ ନିୟମ। ରାଜଧାନୀ ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ହଜାର ଟଙ୍କା ଫାଇନ । ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ଫାଇନ । ହେଲମେଟ ପିନ୍ଧିନଥିବାରୁ 1000 ଟଙ୍କା ଫାଇନ କାଟିଲା ଟ୍ରାଫିକ୍ ପୋଲିସ ।…

ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଉଦଘାଟିତ

ଭୁବନେଶ୍ବର: ତା-୯-୧୨-୨୦୨୦ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ…

ରାଉରକେଲାରେ ୧୭୦ କୋଟିର ଆୟକର ଠକେଇ

ରାଉରକେଲା: ତା-୯-୧୨-୨୦୨୦ ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଆଜି ୧୭ ଜଣ ଗିରଫ ହୋଇଛନ୍ତି। ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୧୭୦ କୋଟିର ଆୟକର ଠକେଇ ହୋଇଛି । ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ…

ଏସ୍ଆଇଟିକୁ ଯଦୁପୁରୁ ଗ୍ରାମବାସୀଙ୍କ ବିରୋଧ

ଭୁବନେଶ୍ବର: ତା-୮-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସ୍ଆଇଟି। ଆଜି ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି…

ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ

ଭୁବନେଶ୍ବର: ତା-୮-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ । ଏଥିପାଇଁ ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ । ରିମାଣ୍ଡରେ ଆଣି ଆକାଶଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।…

ଭାରତ ବନ୍ଦର ପ୍ରଭାବ : ଅଖ ଚକ ଜାମ

ଭୁବନେଶ୍ୱର: ତା-୮-୧୨-୨୦୨୦ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଏହି ବନ୍ଦ ର ପ୍ରଭାବ ଦେଖାଯାଇଛି। ଭୁବନେଶ୍ୱର ଓ କଟକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।…

ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର: ତା-୭-୧୨-୨୦୨୦ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧୁକ…

ଏଥର ହେବନି +3 ଓ ପିଜି ପରୀକ୍ଷା

ଭୁବନେଶ୍ବର: ତା-୭-୧୨-୨୦୨୦ କରୋନା ମହାମାରୀ ଯୋଗୁଁ ଚଳିତ ଥର ହେବନି ୟୁଜି ଓ ପିଜି ପରୀକ୍ଷା । ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା…