Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଅପରାଧ
ପିସିଆର ଭ୍ୟାନ ପୋଡି;ବସନ୍ତରାଜ ସସପେଣ୍ଡ!
ତା-୦୫-୦୪-୨୦୨୧
ଯାଜପୁର/ଅଷ୍ଟିନ ନ୍ଯୁଜ
ବହୁ ଚର୍ଚ୍ଚିତ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ,ପୋଲିସ ଭ୍ଯାନ ପୋଡି ଘଟଣାରେ ଅନ୍ଯତମ ଅଭିଯୁକ୍ତ କୁହାଯାଉଥିବା,ଭରତପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ବସନ୍ତରାଜ ସାମଲ କୁ ବଡଚଣା ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ କ୍ରମେ ଯାଜପୁର!-->!-->!-->!-->!-->…
ଯୁବତୀଙ୍କ ଭାଇରାଲ ଭିଡିଓର ଅରଜିନାଲ ଭିଡିଓ ସାମ୍ନାକୁ ଆସିଲା।
https://youtu.be/yH1usq5W9sk
କାହିଁକି ପୋଡିଲେ ପୋଲିସ ଗାଡି? ଗାଡି ପୋଡିବା ପଛରେ କାରଣ କ’ଣ?
https://youtu.be/4uNpuVEdhLQ
ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଯୁବକ ଭର୍ତ୍ତି।
ଯାଜପୁର
ତା-୦୯-୦୧- ୨୦୨୧
ବାଲିଚନ୍ଦ୍ରପୁର ଥାନାରେ ସନ୍ଧ୍ଯା ସମୟରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ହାଜର ହେବା ଓ ପୋଲିସ ଉକ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ବାଲିଚନ୍ଦ୍ରପୁର ଅଞ୍ଚଳରେ ଆତଙ୍କ ଖେଳେଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ!-->!-->!-->!-->!-->!-->!-->!-->!-->!-->!-->…
ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେବ କମିସନରେଟ ପୁଲିସ
କଟକ:
ତା -୧୧-୧୨-୨୦୨୦
ପୁଣି ଥରେ ଧଳସାମନ୍ତ ଭାଇ। ଗତକାଲି ରାତିରେ ତାଙ୍କ ବାସଭବନରୁ ଚୋରା ବନ୍ଧୁକ ଓ ଗୁଳି ଜବତ ପରେ କମିଶନରେଟ ପୋଲିସ ତତ୍ପରତା ପ୍ରକାଶ କରିଛି। ଏବେ ଧଳସାମନ୍ତା ଭ୍ରାତ୍ରାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ । ଏ ନେଇ ସୂଚନା ଦେଇଛନ୍ତି!-->!-->!-->!-->!-->…
ପରୀ ହତ୍ୟା ମାମଲା: IIC ସସ୍ପେଣ୍ଡ,SDPO ବଦଳି
ଭୁବନେଶ୍ବର:
ତା-୧୧-୧୨-୨୦୨୦
ନୟାଗଡ଼ର ବହୁ ଚର୍ଚ୍ଚିତ କୋମଳମତି ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ଥାନା IIC ରୀତାରାଣୀ ସାହୁ । ଏହା ବ୍ୟତୀତ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ମାମଲାରେ ଏହି ଦୁଇ ଅଧିକାରୀ ପ୍ରଥମରୁ!-->!-->!-->!-->!-->!-->!-->…
ଧଳ ଭାଇଙ୍କ ଘରୁ ମିଳିଲା ବନ୍ଧୁକ
ଭୁବନେଶ୍ବର:
ତା -୧୧-୧୨-୨୦୨୦
ଡି-ବ୍ରଦର୍ସ ବା ଧଳସାମନ୍ତ ଭାଇ ଭାବେ ଜଣାଶୁଣା କୁଖ୍ୟାତ ଅପରାଧୀଙ୍କ କଟକ ସିଡିଏ ଘର ଉପରେ କମିସନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ସମେତ ୫୦୦ଟି ଗୁଳି ଜବତ କରିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୩ ଜଣ!-->!-->!-->!-->!-->…
ଜେଲ ଭିତରେ ସମୁଦି ଜ୍ବାଇଁ ଭେଟ
ଭୁବନେଶ୍ବର:
ତା-୬-୧୨-୨୦୨୦
ଝାରପଡା ଜେଲ୍ ଭିତରେ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ୱାଇଁ। ଖାଇବା ନେବା ବେଳେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ଦେଖି କେମତି ଅଛ ବୋଲି ପଚାରି ହସିଥିଲେ।ଭାବୀ ଜ୍ୱାଇଁ ଆକାଶଙ୍କ ସହ!-->!-->!-->!-->!-->…
