Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!
Browsing Category
ରାଜନୀତି
ପ୍ରଧାନ ଶିକ୍ଷୟତ୍ରୀଙ୍କ ବିସ୍ଫୋରକ ବୟାନ!
ବହୁ ଚର୍ଚ୍ଚିତ ଫାଇଭ ଟି ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜମିରୁ ବେଆଇନ ରୂପେ ମାଟି ଉଠାଣକୁ ନେଇ ଲାଗିଛି ଜୋରିମାନା, ଜୋରିମାନା ରାଶି ଏକଲକ୍ଷ ଏକସ୍ତରୀ ହଜାର ଚାରିସହ ଦୁଇ ଟଙ୍କା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଜେନାଙ୍କ ଉପରେ ଲାଗୁ କରାଯାଇଥିବାର ଦର୍ଶଯାଇଛି।
!-->!-->!-->…
ଉତ୍କଳ ଦିଵସ!
ଆଉ କେତେ ଦିନ? ଆଉ କେତେ ଦିନ ଗଲେ ଓଡ଼ିଆ ଲୋକଙ୍କୁ ତାଙ୍କ ନିଜ ଭାଷାରେ ସରକାରୀ ପ୍ରମାଣପତ୍ର ଟିଏ ଓ ଵିଜ୍ଞପ୍ତି ଟିଏ ଦେଵ?ଆଉ କେତେ ଦିନ ଗଲେ ଓଡ଼ିଆ ଭାଷାରେ ନ୍ୟାୟ ଘୋଷଣା କରିଵ,ଓଡ଼ିଆ ଲୋକଙ୍କୁ ଓଡ଼ିଆରେ ଶାସନ ମିଳିଵ?
ଆଉ କେତେ ଦିନ ?'ଆମେ ଚଳାଉଛୁ ନାଆ ଆମରି, ଆମରି ନାଆରେ ଆମେ!-->!-->!-->…
ବିଜେଡ଼ି କଲା ଉପନିର୍ବାଚନ ପାର୍ଥିନିଙ୍କ ନାମ ଘୋଷଣା!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୩୧/୦୩/୨୦୨୩
ଝାରସୁଗୁଡ଼ା ଉପନିର୍ବାଚନ ଆସନ୍ତା ମଇ ମାସ ୧୦ ତାରିଖରେ ହେବାକୁ ଯାଉଛି।ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଥମେ ଉପନିର୍ବାଚନ ପାଇଁ : ଦୀପାଳି ଦାସ ବିଜେଡି ପ୍ରାର୍ଥୀ ବୋଳି ଘୋଷଣା କରାଯାଇଛି।ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା!-->!-->!-->!-->!-->…
ଢିଙ୍କିଆ ବ୍ୟାପାରରେ କ୍ଷମା ମାଗନ୍ତୁ ଓଡ଼ିଶା ସରକାର!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା/୩୧/୦୩/୨୦୨୩
ଏରସମା ବ୍ଲକର ଢିଙ୍କିଆ ଅଞ୍ଚଳରେ ପୋସ୍କୋ ପାଇଁ ଦିଆଯାଇଥିବା ଜମିକୁ ରାଜ୍ୟ ସରକାର ଜେ.ଏସ.ଡବ୍ଲ୍ୟୁକୁ ପ୍ରଦାନ କରି ସେଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଯେଉଁ ବ୍ୟବସ୍ଥା କଲେ ସେଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା!-->!-->!-->!-->!-->…
ଆଦାନୀ ଦୁର୍ନୀତିର ଜେପିସି ତଦନ୍ତ କର;CPI(M)
ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ ୩୦/୦୩/୨୦୨୩
ଗୌତମ ଆଦାନୀ ଗ୍ରୁପ କମ୍ପାନୀ ବିଶ୍ୱ ଅର୍ଥନୀତିରେ ରଚିଥିବା ମହା ଦୁର୍ନୀତିର ପର୍ଦାଫାଶ କରିବା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି )ଦ୍ୱାରା ତଦନ୍ତ ଦାବୀ ସହିତ ରାହୁଲ ଗାନ୍ଧୀଙ୍କ ଏମପି ସଦସ୍ୟ ପଦ ରଦ୍ଧ ଭଳି ମୋଦୀ ସରକାରଙ୍କର କୁତ୍ସିତ!-->!-->!-->…
