କଂଗ୍ରେସ ନେତା ବାପି ସର୍ଖେଲ୍ ଅସୁସ୍ଥ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୩୧-୦୫-୨୦୨୧
ପାରାଦୀପର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଓଡ଼ିଆ କଂଗ୍ରେସ ଦଳର ଆଗଧାଡିର ନେତା, ଶ୍ରୀ ବାପି ସର୍ଖେଲ୍ କରୋନାରେ ଅସୁସ୍ଥ ହୋଇ ଚିକିତ୍ସିତ ହୋଉଛନ୍ତି । ତାଙ୍କର ଅସୁସ୍ଥ ଖବରରେ ପାରାଦୀପ ତଥା ଓଡ଼ିଶାର ବହୁ କଂଗ୍ରେସ ନେତା ତାଙ୍କର ଆଶୁ!-->!-->!-->!-->!-->…
