ଭାଲୁ କାମୁଡାରେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି।
ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ
ଉଦଳାରୁ-ଜଗବନ୍ଧୁ ପ୍ରଧାନ
ତା-୦୨-୦୬-୨୦୨୧
ଉଦଳା ବ୍ଲକର ଖଲାଡି ପଞ୍ଚାୟତର ଜୁଆଳିଆ ଗ୍ରାମର ଯୁବକ ଉପେନ୍ଦ୍ର ଖଡିକା,ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।ଘଟଣାରୁ ଜଣା ପଡିଛି ଯେ,ତାଙ୍କ ଗାଁର ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଉଥିବା ବେଳେ ହଠାତ!-->!-->!-->!-->!-->!-->!-->…
