ରଥଯାତ୍ରାକୁ ନେଇ ଅସନ୍ତୋଷ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୬-୨୦୨୧
କୋଭିଡ କଟକଣା ପାଇଁ ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବାକୁ ବିରୋଧ କରିଛନ୍ତି ରାଜ୍ୟସରକାର। ତେବେ ଏହି ନିଷ୍ପତ୍ତିକୁ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ବର ନୀଳଗିରିବାସୀ କଡା ବିରୋଧ କରିଛନ୍ତି!-->!-->!-->!-->!-->…
