News portal website
before header

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ରାଜ୍ୟରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୯୦, ସ୍ଥାନୀୟ ସଂକ୍ରମିତ ୪୮୮ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୪୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ…

ଆଜି ପ୍ରକାଶ ପାଇବ CBSE ଦଶମ, ଦ୍ବାଦଶ ପରୀକ୍ଷା ଫଳ

ଚଳିତବର୍ଷ ସାରା ଦେଶରୁ ୩୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ଓଡ଼ିଶାରୁ ୩୦ରୁ ୪୦ ହଜାର ପିଲା ପରୀକ୍ଷା ଦେଇଛନ୍ତି । ଏଥର ଦ୍ବାଦଶରେ ଟର୍ମ-୧ ଓ ୨ ପରୀକ୍ଷା ହୋଇଥିଲା। 

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିଲେ ବିଜେଡି ଓ ବିଜେପି

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟ୍ ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମୁର୍ମୁଙ୍କ ବିଜୟ ଖୁସିରେ ଓଡ଼ିଶାରେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପାରମ୍ପରିକ ନୃତ୍ୟ, ବାଜା-ବାଣ ଓ ମିଠା…

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ବିଭିନ୍ନ ସଂଗଠନ ପକ୍ଷରୁ  ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି।  ଏନ୍ଏଚ୍ ୫୫ର ଦୁରାବସ୍ଥା ପ୍ରତିବାଦରେ ଜିଲ୍ଲା ଓକିଲ, ବଣିକ, ବସ୍-ଟ୍ରକ ମାଲିକ, ସାମ୍ବାଦିକ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ କଲେଜ ବାଇପାସ୍ ଓ କରିଆଁ  ନିକଟରେ ଅଟକିଛି ଗାଡ଼ି ମୋଟର । ସହରରେ…

ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

ପ୍ରଥମଥର ପାଇଁ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ଫାଇନାଲରେ ପହଞ୍ଚିଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ…

ରାଜ୍ୟରେ ବ୍ୟାପକ ହୋଇଛି ଟିକାକରଣ: ବିଜୟ ପାଣିଗ୍ରାହୀ

ଟିକାକରଣକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଛି। କୋଭ୍ୟାକ୍ସିନ, କୋଭିସିଲଡ୍‌ ଓ କୋର୍ବେଭ୍ୟାକ୍ସ ଭଳି ୩ ପ୍ରକାର ଟିକା ଦିଆଯାଉଛି ।କୋଭ୍ୟାକ୍ସିନ ଓ କୋର୍ବେଭ୍ୟାକ୍ସ ଟିକା…

ଆଜି ଠାରୁ ଭୁବନେଶ୍ୱରର ତିନୋଟି ମଲ୍‌ରେ ବୁଷ୍ଟର ଡୋଜ୍‌

ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ତିନୋଟି ମଲ୍‌ରେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ରୁଦ୍ରପୁର ସିମ୍ଫୋନି ମଲ୍‌, ପାତ୍ରପଡ଼ା ଡିଏନ୍‌-ରେଗାଲିଆ ଓ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଟୀକାକରଣ ପ୍ରକ୍ରିୟା ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରାରମ୍ଭିକ…

୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍‌ ଟାୱାର

ଗାଁରେ ଟେଲିଫୋନ୍‌ ଟାୱାର ନ ଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ କଲେ ବିରୋଧୀ । ଅଧିକ ଟେଲିଫୋନ୍‌ ଟାୱାର ନିର୍ମାଣ ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଦାବି । ୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍‌ ଟାୱାର । ୧୫୮ଟି ଟେଲିଫୋନ୍‌ ଟାୱାର ନିର୍ମାଣ ସରିଛି, ଯାହା ୧୦ଟି ଜିଲ୍ଲାରେ ସୀମିତ…

ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଚାଲିଛି ୫୦ କ୍ୱିଣ୍ଟାଲ ଲଡୁ ପ୍ରସ୍ତୁତି

ଆଜି ଦେଶକୁ ମିଳିବାକୁ ଯାଉଛି ନୂଆ ରାଷ୍ଟ୍ରପତି। ଭୋଟ ଗଣତି ଜାରି ରହିଛି । ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ । ଫଳାଫଳ ଆସିବା ପୂର୍ବରୁ ତାଙ୍କ ଗାଁ ରାଇରଙ୍ଗପୁରର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଦ୍ରୌପଦୀ ମୁର୍ମୁ ହେବେ…