କିମ୍ବଦନ୍ତୀ ଖେଳାଳୀ ଡିଏଗୋ ମାରାଡୋନାଙ୍କ ପରଲୋକ
ନୂଆଦିଲ୍ଲୀ:
ତା-୨୬-୧୧-୨୦୨୦
1986 ରେ ଆର୍ଜେଣ୍ଟିନାକୁ ଫୁଟବଲ୍ ବିଶ୍ୱକପ୍ ଜିତାଇଥିବା ତଥା ସର୍ବକାଳୀନ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର୍ ଡିଏଗୋ ମାରିଡୋନାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା ଏବଂ ହୃଦଘାତ ହୋଇଥିଲା।ଆର୍ଜେଣ୍ଟିନାର ସ୍ଥାନୀୟ!-->!-->!-->!-->!-->…
