News portal website
before header

ପରୀ ହତ୍ୟା ମାମଲା : ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ତା-୫-୧୨-୨୦୨୦ ପରୀ ହତ୍ୟା ଘଟଣାରେ ବିରୋଧୀ କଂଗ୍ରେସ ଓ BJP ଟିମ୍‌ର ନୟାଗଡ଼ ଗସ୍ତ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପରୀ ହତ୍ୟାକୁ ଖିଅ କରି ରାଜନୀତି ନ କରନ୍ତୁ ବିରୋଧୀ । ପରୀ କିପରି ନ୍ୟାୟ ପାଇବ ରାଜ୍ୟ ସରକାର…

ପରୀ ହତ୍ୟା ମାମଲା: ବାବୁଲି ନାଏକକୁ ଜେରା କଲା SIT

ଭୁବନେଶ୍ବର:  ତା-୫-୧୨-୨୦୨୦ ନୟାଗଡ଼ର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ  SIT  ମାରାଥନ ଜେରା କରିଛି। ଗତକାଲି SIT ଟିମ୍‌ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରିଥିଲା ।  ଏପଟେ ଆଜି ପୁଣି ଥରେ ବାବୁଲି ଓ…

ଖୋଲୁଛି ପାଠକଙ୍କ ଦୁର୍ନୀତି ପେଡି : ରାଜ୍ୟ ବାହାରେ ବି ଠକୁଥିଲେ ଆକାଶ

ଭୁବନେଶ୍ବର: ତା-୫-୧୨-୨୦୨୦ ଓଡ଼ିଶା ଇତିହାସର ସବୁଠୁ ବଡ଼ ରେଡରେ ଧରାପଡିଥିବା ଆଇଏଫ୍ଏସ୍ ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଗୋଟିଏ ପରେ ଗୋଟିଏ କଳା କାରନାମାର ଫର୍ଦ ଖୋଲୁଛି। କେବଳ ଓଡିଶାରେ ନୁହେଁ ଅନ୍ୟ ରାଜ୍ୟରେ ବି ଲୋକମାନଙ୍କୁ ଠକିଛନ୍ତି ଆକାଶ ପାଠକ । ଆକାଶ ପାଠକଙ୍କ…

ଅପରାଜିତାଙ୍କୁ ମିଳିଲା ଗୁରୁ ଦାୟିତ୍ଵ

ଭୁବନେଶ୍ବର: ତା-୪-୧୨-୨୦୨୦ ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପିର ନୂଆ ଦାୟିତ୍ବ ଦେଇଛି ଦଳ।ଓଡ଼ିଶା, ଆଣ୍ଡାମାନ-ନିକୋବର ଓ ପଣ୍ଡିଚେରୀର ମିଡିଆ ପ୍ରଭାରୀ ଦାୟିତ୍ବ ଅପରାଜିତାଙ୍କୁ ମିଳିଛି। ପୂର୍ବରୁ ଦଳ ତାଙ୍କୁ ବିଜେପିର…

ରାଜ୍ୟର ସବୁ କଲେଜ ଲ୍ୟାବ୍ ଖୋଲିବାକୁ ମିଳିଲା ଅନୁମତି

ଭୁବନେଶ୍ବର: ତା-୪-୧୨-୨୦୨୦ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ ଗୁଡ଼ିକ ଖୋଲିବା ପାଇଁ ମିଳିଲା ଅନୁମତି ।ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ପିଏଚଡି,…

୮ରେ ଚାଷୀଙ୍କ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ତିନୋଟି ନୂତନ କୃଷି ଆଇନ ଆଣିଛନ୍ତି। ଯାହା ବିରୋଧରେ ପଞ୍ଜାବ-ହରିୟାଣାର କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏଥିସହ ସେ ଗତ ଏକ ସପ୍ତାହ ଧରି ଦିଲ୍ଲୀ ଯାତ୍ରା କରୁଛନ୍ତି। ଏହି ସମୟରେ ଗୁରୁବାର ଦିନ କୃଷକ…

ଆଜି ରାତି ୧୨ଟାରୁ ସମସ୍ତଙ୍କ ପାଇଁ ନେଟଫ୍ଲିକ୍ସ ଫ୍ରି

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ଆପଣ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ୱେବ୍ ସିରିଜ୍ ଏବଂ ଶୋ ଦେଖିବାକୁ ଭଲ ପାଆନ୍ତି କି ?  ଆପଣଙ୍କ ପାଇଁ ନେଟଫ୍ଲିକ୍ସ ଆଣିଛି ବହୁତ ଭଲ ଅଫର୍ ।  ବର୍ତ୍ତମାନ ଆପଣ ଆଗାମୀ ଦୁଇ ଦିନ ଅର୍ଥାତ୍ 5 ଏବଂ 6 ଡିସେମ୍ବର ପାଇଁ ନେଟଫ୍ଲିକ୍ସରେ ୱେବ୍ ସିରିଜ୍ ଏବଂ…

ନୂଆବର୍ଷରେ ନୂଆ ଭୋଟର ତାଲିକା

ଭୁବନେଶ୍ବର: ତା-୪-୧୨-୨୦୨୦  ଆପଣଙ୍କ ନାଁ ଭୋଟର ତାଲିକାରେ ନାହିଁ କି ? ନୂଆ ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପାଇଁ ଆବେଦନ କରିପାରିବେ । ନଭେମ୍ବର ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି…