News portal website
before header

ଚାଷୀ ଝିଅ ହେବେ ଡାକ୍ତର।

ଅଷ୍ଟିନ ନିଉଜ/ ବଡ଼ଚଣାତା-୦୯-୦୮-୨୦୨୩ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ପଞ୍ଚାୟତ ବରଦା ଗ୍ରାମର ଚାଷୀ ଜ୍ଞାନେନ୍ଦ୍ର କୁମାର ସାମଲ ଓ ବିଦ୍ୟୁତଲତା ସାମଲଙ୍କ ଏକମାତ୍ର ଝିଅ ଶୁଭଶ୍ରୀ ସାମଲ ନିଟରେ ୧୨୬୫ ସ୍ଥାନ ହାସଲ କରି ଡାକ୍ତରୀ ପଢିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ |ଶୁଭଶ୍ରୀ

ନିର୍ବାହୀ ଅଧିକାରୀଙ୍କ ପରଲୋକ!

ଅଷ୍ଟିନ ନିଉଜ/ଯାଜପୁରତା-୦୮-୦୮-୨୦୨୩ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ତଥା ବରୀ ବ୍ଲକ ଚନ୍ଦନପୁର ଗ୍ରାମର ରସାନନ୍ଦ ଜେନାଙ୍କର ଗତକାଲି ପରଲୋକ ହୋଇଯାଇଛି |ସେ ଗତ ଜୁନ ୪ତାରିଖରେ ମସ୍ତିଷ୍କଘାତରେ ଶିକାର ହୋଇଥିଲେ |ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ

ମହିଳାଙ୍କ ସୁରକ୍ଷା ପାଇଁ ସସ୍ମିତା |

ଅଷ୍ଟିନ ନିଉଜ/ଯାଜପୁରତା-୦୭-୦୮-୨୦୨୩ ଯାଜପୁର ଜିଲ୍ଲାର ବୈଦ୍ୟରାଜପୁର ଗ୍ରାମର ସସ୍ମିତା ସାହୁ | ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି | ୧୦ ବର୍ଷ ତଳେ ୨୦୧୩ ରେ ସସ୍ମିତା ମା ବିରଜା ସ୍ଵୟଂସହାୟକ ଗୋଷ୍ଠୀ ଗଠନ କରି ପ୍ରଥମେ ଟେଲରିଂ ଆରମ୍ଭ

ବନ୍ୟା ଜଳରେ ଯାଜପୁର ଜିଲ୍ଲାର ଶହଶହ ଗାଁ ଜଳବନ୍ଦୀ

ଅଷ୍ଟିନ ନିଉଜ/ଯାଜପୁର ତା-୦୪ -ଅଗଷ୍ଟ-୨୦୨୩ ଲଘୁଚାପ ବର୍ଷାରେ ଯାଜପୁର ଜିଲ୍ଲାର ବ୍ରାହ୍ମଣୀ,ବୈତରଣୀ, ଖରସ୍ରୋତା,କାଣୀ,ବୁଢା, ନଦୀ ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି | ତଳିଆ ଅଞ୍ଚଳରେ ଲୋକମାନେ ବନ୍ୟାପାଣି ଘେରରେ ରହିଛନ୍ତି | ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଯାଜପୁର

ତୈଳ ଭଣ୍ଡାର ନିର୍ମାଣରେ ଜମି ଅଧିଗ୍ରହଣ ସମସ୍ୟା !

ଅଷ୍ଟିନ ନିଉଜ/ବଡ଼ଚଣାତା-୦୨-ଅଗଷ୍ଟ-୨୦୨୩ ଯାଜପୁର ଜିଲ୍ଲାର ବହୁପ୍ରତିକ୍ଷିତ ସର୍ବବୃହତ ଭୂତଳ ତୈଳଭଣ୍ଡାର ଚଣ୍ଡିଖୋଲ ଠାରେ ହେବନାହିଁ|ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ଦୁଇବର୍ଷ ପରେ ବି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ| ଯାହା ଫଳରେ ଚଣ୍ଡିଖୋଲରୁ ଓଳାଶୁଣୀକୁ

ବାର ବର୍ଷର ସାଧନା ଦେଇଛି ପରିଚୟ !

ଅଷ୍ଟିନ ନିଉଜ/ବଡ଼ଚଣାତା-୦୨ -ଅଗଷ୍ଟ -୨୦୨୩ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗ୍ରାମର ସଫଳ ଉଦ୍ୟୋଗୀ ମହିଳା ପାର୍ବତୀ ଜେନା|ନିଜର ଇଛା ଶକ୍ତି ବଳରେ ସେ ଆଜି ସ୍ୱାବଲମ୍ବୀ ହୋଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି|ଘରେ ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରି