News portal website
before header
[URIS id=5393]

ମହିଳାଙ୍କ ସୁରକ୍ଷା ପାଇଁ ସସ୍ମିତା |

0 79

ଅଷ୍ଟିନ ନିଉଜ/ଯାଜପୁର
ତା-୦୭-୦୮-୨୦୨୩

Notice

ଯାଜପୁର ଜିଲ୍ଲାର ବୈଦ୍ୟରାଜପୁର ଗ୍ରାମର ସସ୍ମିତା ସାହୁ | ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି | ୧୦ ବର୍ଷ ତଳେ ୨୦୧୩ ରେ ସସ୍ମିତା ମା ବିରଜା ସ୍ଵୟଂସହାୟକ ଗୋଷ୍ଠୀ ଗଠନ କରି ପ୍ରଥମେ ଟେଲରିଂ ଆରମ୍ଭ କରିଥିଲେ | ଅନ୍ୟ ୨୦ ଜଣ ମହିଳାଙ୍କୁ ସେ ତାଲିମ ଦେଇ ରୋଜଗାରର ପନ୍ଥା ଦେଖାଇଛନ୍ତି | ଟେଲରିଂ ଏବଂ ବଡି,ଆଚାର ତିଆରି କରି ବଜାରରେ ବିକ୍ରି କରୁଛନ୍ତି | ଧୀରେ ଧୀରେ ସହର ତଥା ସ୍ଥାନୀୟ ମହିଳାମାନଙ୍କୁ ଏହି ସବୁ କାର୍ଯ୍ୟରେ ସାମିଲ କରି ତାଲିମ ଦେବା ଆରମ୍ଭ କରିଥିଲେ | ଏହି କାର୍ଯ୍ୟରେ ସେ ମାସିକ ୧୫ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି | ଏବେ ସେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ନାମକ ଗୋଷ୍ଠୀ ଗଠନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି |

Leave A Reply

Your email address will not be published.