News portal website
before header
[URIS id=5393]

ନିର୍ବାହୀ ଅଧିକାରୀଙ୍କ ପରଲୋକ!

0 425

ଅଷ୍ଟିନ ନିଉଜ/ଯାଜପୁର
ତା-୦୮-୦୮-୨୦୨୩

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ତଥା ବରୀ ବ୍ଲକ ଚନ୍ଦନପୁର ଗ୍ରାମର ରସାନନ୍ଦ ଜେନାଙ୍କର ଗତକାଲି ପରଲୋକ ହୋଇଯାଇଛି |ସେ ଗତ ଜୁନ ୪ତାରିଖରେ ମସ୍ତିଷ୍କଘାତରେ ଶିକାର ହୋଇଥିଲେ |ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣରେ ତାଙ୍କର ପରଲୋକ ହୋଇଥିଲା |ମରଶରୀର ଗାଁକୁ ଅଣାଯାଇ ଶେଷକୃତ୍ୟ କରାଯାଇଥିଲା | ବଡପୁଅ ଅବିନାଶ ମୁଖାଗ୍ନି ଦେଇଥିଲେ \ବଡ଼ଚଣା ବ୍ଲକର ପିଇଓ ଅମୀୟ ରଞ୍ଜନ ନାଥ, ସାଉଡିଆ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ ପହଞ୍ଚି ଶେଷଦର୍ଶନ କରିଥିଲେ |

Leave A Reply

Your email address will not be published.