News portal website
before header
[URIS id=5393]

ବଡ଼ଚଣା ଆତ୍ମାର ଅଧକ୍ଷ ହେଲେ ବିପିନ ବିହାରୀ ଜେନା।

0 327

ବଚଚଣା କୃଷି ବିଭାଗର ଅଧ୍ୟକ୍ଷ ପଦବୀ ବା ଆତ୍ମାର ଅଧ୍ୟକ୍ଷ ଆଜି ନିର୍ବାଚିତ ହୋଇଛନ୍ତି।ବଡଚଣା ବ୍ଳକ ବିଜେଡ଼ିର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବିପିନ ବିହାରୀ ଜେନା,ନିର୍ଦ୍ବନ୍ଦରେ ନିର୍ବାଚିତହୋଇଛନ୍ତି।

ଶ୍ରୀଯୁକ୍ତ ଜେନା ନିର୍ବାଚିତ ହେଲା ପରେ ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଶୁଭେଚ୍ଛା ଜଣେଇବା ସହ ରାଜନେତା କୃଷି ଅଧକାରୀ ଚାଷୀଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.