Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଘୋଷଣା ହେଲା ଏଭରେଷ୍ଟର ନୂଆ ଉଚ୍ଚତା
ନୂଆଦିଲ୍ଲୀ:
ତା-୮-୧୨-୨୦୨୦
ଆସିଲା ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା । ଏଭରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି। ନୂଆ ଉଚ୍ଚତା ଘୋଷଣା କଲେ ନେପାଳର ବୈଦେଶିକ ମନ୍ତ୍ରୀ । ପୂର୍ବରୁ ଏଭରେଷ୍ଟର ଉଚ୍ଚତା ଥିଲା ୮୮୪୮ ମିଟର ।୧୯୫୪ରେ ଭାରତର!-->!-->!-->!-->!-->…
ଦୁନିଆର ପ୍ରଥମ ମହିଳା ନେଲେ କୋଭିଡ ଟୀକା
ଲଣ୍ଡନ:
ତା-୮-୧୨-୨୦୨୦
ବ୍ରିଟେନର 90 ବର୍ଷିୟ ମାର୍ଗେଟ୍ କିନ୍ନ୍ କରୋନା ଟିକା ନେଇଥିବା ଦୁନିଆର ପ୍ରଥମ ମହିଳା ହୋଇଛନ୍ତି। ତାଙ୍କୁ ଫାଇଜର-ବାୟୋଟେକ୍ ଦ୍ୱାରା ବିକଶିତ ଟିକା ଦିଆଯାଇଛି। କେନ୍ଦ୍ରୀୟ ଇଂଲଣ୍ଡର କୋଭେଣ୍ଟ୍ରିସ୍ଥିତ ଏକ ସ୍ଥାନୀୟ ଡାକ୍ତରଖାନାରେ ମଙ୍ଗଳବାର ସକାଳ 6.31!-->!-->!-->!-->!-->…
ଏସ୍ଆଇଟିକୁ ଯଦୁପୁରୁ ଗ୍ରାମବାସୀଙ୍କ ବିରୋଧ
ଭୁବନେଶ୍ବର:
ତା-୮-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସ୍ଆଇଟି। ଆଜି ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି!-->!-->!-->!-->!-->…
ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ
ଭୁବନେଶ୍ବର:
ତା-୮-୧୨-୨୦୨୦
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ । ଏଥିପାଇଁ ଖୁବ୍ଶୀଘ୍ର କୋର୍ଟରେ ଆବେଦନ କରାଯିବ । ରିମାଣ୍ଡରେ ଆଣି ଆକାଶଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।!-->!-->!-->!-->!-->…
2021ରେ ଭାରତରେ 5G ସେବା
ଭୁବନେଶ୍ବର:
ତା-୮-୧୨-୨୦୨୦
ଭାରତୀୟ ମୋବାଇଲ କଂଗ୍ରେସ(IMC)ରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ୨୦୨୧ ମଝି ସୁଦ୍ଧା ଭାରତରେ 5G ସୁବିଧା ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ସୁବିଧାରେ ମିଳିବା ଲାଗି ନୀତିରେ ସୁଧାର ଲୋଡ଼ା ବୋଲି ସେ!-->!-->!-->!-->!-->…
ଭାରତ ବନ୍ଦର ପ୍ରଭାବ : ଅଖ ଚକ ଜାମ
ଭୁବନେଶ୍ୱର:
ତା-୮-୧୨-୨୦୨୦
କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଏହି ବନ୍ଦ ର ପ୍ରଭାବ ଦେଖାଯାଇଛି। ଭୁବନେଶ୍ୱର ଓ କଟକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।!-->!-->!-->!-->!-->…
ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ
ଭୁବନେଶ୍ୱର:
ତା-୭-୧୨-୨୦୨୦
ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧୁକ!-->!-->!-->!-->!-->…
ଏଥର ହେବନି +3 ଓ ପିଜି ପରୀକ୍ଷା
ଭୁବନେଶ୍ବର:
ତା-୭-୧୨-୨୦୨୦
କରୋନା ମହାମାରୀ ଯୋଗୁଁ ଚଳିତ ଥର ହେବନି ୟୁଜି ଓ ପିଜି ପରୀକ୍ଷା । ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା!-->!-->!-->!-->!-->…
ଭାରତ ବନ୍ଦର ପ୍ରଭାବ : ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା
ଭୁବନେଶ୍ବର:
ତା-୭-୧୨-୨୦୨୦
OPSC ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଚାଷୀ ସଙ୍ଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦର ଡାକର ଦେଇଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ତାରିଖ ଘୁଞ୍ଚିଛି। ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବଦଳରେ ଜାନୁଆରୀ ୨ରେ ପରୀକ୍ଷା ହେବା ।
!-->!-->!-->!-->!-->!-->!-->!-->!-->…
କୁକୁର ଫ୍ଯାମିଲି ପ୍ଲାନିଂ ପାଇଁ ୬୦ ଲକ୍ଷ
ଭୁବନେଶ୍ବର:
ତା-୭-୧୨-୨୦୨୦
କୁକୁର ବନ୍ଧ୍ୟାକରଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ରିଲିଜ୍ କରାଯାଇଛି। ୨ଟି ମହାନଗର ନିଗମ ଓ ୭ଟି ପୌରପାଳିକାରେ କୁକୁର ବନ୍ଧ୍ୟାକରଣ ପାଇଁ ଏହି ଟଙ୍କା ରିଲିଜ୍ କରାଯାଇଛି । ଏଥିପାଇଁ ୫୮ ଲକ୍ଷ ୫୬ ହଜାର ଟଙ୍କା ରିଲିଜ୍!-->!-->!-->!-->!-->…
