News portal website
before header

ନୂଆବର୍ଷରେ ନୂଆ ଭୋଟର ତାଲିକା

ଭୁବନେଶ୍ବର: ତା-୪-୧୨-୨୦୨୦  ଆପଣଙ୍କ ନାଁ ଭୋଟର ତାଲିକାରେ ନାହିଁ କି ? ନୂଆ ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପାଇଁ ଆବେଦନ କରିପାରିବେ । ନଭେମ୍ବର ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି…

ପୋଷ୍ଟାଲରେ ଆକାଉଣ୍ଟ ଖୋଲିଛନ୍ତି କି ? ତେବେ ଶୀଘ୍ର କରନ୍ତୁ ଏହି କାମ ନଚେତ୍ କଟିଯବ ୧୦୦ ଟଙ୍କା

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ଡାକଘରେ ସଞ୍ଚୟ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।  ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଇଣ୍ଡିଆ ପୋଷ୍ଟ ବାଧ୍ୟତାମୂଳକ କରିଛି।  ସର୍ବନିମ୍ନ ସନ୍ତୁଳନ ବଜାୟ ରଖିବା ପାଇଁ ଇଣ୍ଡିଆ ପୋଷ୍ଟ ମଧ୍ୟ ଏକ ସମୟସୀମା…

ସେସୁ ପରେ ୱେସ୍କୋ ଓ ସାଉଥକୋ ଉପରେ ଟାଟାର ଆଖି

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ଟାଟା ପାୱାର କୋ ଲିମିଟେଡ୍ ଗୁରୁବାର ଦିନ ଓଡିଶା ବିଦ୍ୟୁତ୍ ବିତରଣ କମ୍ପାନୀ ୱେସ୍କୋ ଓ ସାଉଥକୋ କମ୍ପାନୀକୁ ଅଧିଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛି। ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’କୁ ଅଧିଗ୍ରହଣ କରିବାପରେ ଟାଟା ପାୱାର ଆଜି ଆଜି…

ଇଡି ଜାଲରେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ତା-୪-୧୨-୨୦୨୦  ଆଇଏଫ୍ଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କାରବାର ସଂପର୍କରେ ଇଡି ତଦନ୍ତ ପ୍ରସଙ୍ଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ଇଡି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପ୍ରବର୍ତ୍ତନ…

ପରୀକୁ ନ୍ୟାୟ ଦାବିରେ ଅରୁଣ ସାହୁଙ୍କ ବାସଭବନ ଘେରାଉ

ଭୁବନେଶ୍ବର:  ତା-୦୪-୧୨-୨୦୨୦ ନୟାଗଡ଼ ପରୀ ହତ୍ୟା ଘଟଣାରେ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି । ମନ୍ତ୍ରୀ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ମନ୍ତ୍ରୀଙ୍କ ସରକାରୀ ବାସଭବନ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୩-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି ରେ ମାମଲା ରୁଜୁ ହୋଇଛି। ଟାଟା କମ୍ପାନୀରେ ଚାକିରି କରାଇଦେବା ପାଇଁ ଭାବି ଜ୍ୱାଇ ଆକାଶ ପାଠକଙ୍କ ନାଁରେ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୩-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ବର ସରକାରୀ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ EOW । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ନେଇଥିବା ସୂଚନା ମିଳିଛିି  । ୧୦ରୁ ଅଧିକ ପୋଲିସ ଉଠାଇ ନେଇଥିବା ପତ୍ନୀ…

ରାଜନୀତିରେ ଏଣ୍ଟ୍ରି ମାରିଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ତା-୩-୧୨-୨୦୨୦  ଜଣାଶୁଣା ଅଭିନେତା ରଜନୀକାନ୍ତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭରେ ଦୀର୍ଘ ଦିନ ଧରି ଚାଲିଥିବା ସସପେନ୍ସକୁ ଶେଷ କରିଛନ୍ତି। ରଜନୀକାନ୍ତ ଗୁରୁବାର କହିଛନ୍ତି ଯେ ସେ ଜାନୁଆରୀ 2021 ରେ ନିଜ ପାର୍ଟି ଆରମ୍ଭ କରିବେ ଏବଂ ଡିସେମ୍ବର 31 ରେ ତାଙ୍କ ପାର୍ଟି…

ଯାଜପୁର ଜିଲ୍ଲାରେ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ଆରମ୍ଭ

ଯାଜପୁର:  ତା-୩-୧୨-୨୦୨୦ ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡିରୁ ଉଛେଦ ପକ୍ରୀ୍ରିୟା ଆରମ୍ଭ କରିଛି  । ବେଆଇନ କ୍ରସର ଭଙ୍ଗାଯିବା ସହ କେତେକ କ୍ରସରକୁ…