News portal website
before header

ବଢୁଛି କରୋନା ଗ୍ରାଫ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ରାଜ୍ୟ ରେ କରୋନା ସଂକ୍ରମଣ ଥମିବାର ନା ଧରୁନାହିଁ ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ…

ପ୍ରବାସୀଙ୍କ ଆରଟିପିସିଆର ଟେଷ୍ଟ ହେଉନାହିଁ;କଣ୍ଟାବାଞ୍ଜି ବିଧାୟକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ଜଗବନ୍ଧୁ ପ୍ରଧାନ ଓଡ଼ିଶାର ସୀମା ରାଜ୍ୟ ତଥା ଅନ୍ୟ ରାଜ୍ୟମାନଙ୍କର କରୋନା ବୃଦ୍ଧି ପାଇବାରେ ଲାଗିଅଛି । ଏହି ରାଜ୍ୟମାନଙ୍କରୁ ହଜାର ହଜାର ଶ୍ରମିକମାନେ ଟ୍ରେନ , ଭଡା ଗାଡ଼ି ଏପରିକି ବାଇକ ମାଧ୍ୟମରେ ଓଡିଶାକୁ ଆସୁଛନ୍ତି…

ଅଖ-ଚକ ସଂଯୋଗ ପାଇଁ ଚଳଚଞ୍ଚଳ ରଥଖଳା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଯୋରସୋରରେ ଚାଲିଛି। ରଥର ନାହାକା ଚକ ପ୍ରସ୍ତୁତ ହୋଇଛି। ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି। ଏଥିସହ ପଇରେ ବିନ୍ଧ କାମ ଚାଲିଛି। ମହାପ୍ରଭୁଙ୍କ ଭଉଁରୀ…

ଦିଲ୍ଲୀରେ ଅନଲକ 1.0 ଆରମ୍ଭ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ମଧ୍ୟରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଅନଲକ ଆରମ୍ଭ ହୋଇଛି । କରୋନା ଲକଡାଉନର ୪୨ ଦିନ ପରେ ଆଜି ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ…

ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା…

ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ।

କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଇଞ୍ଜେକସନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ ଅଷ୍ଟିନ ନ୍ୟୁଜ/କଟକ ତା-୩୦-୦୫-୨୦୨୧ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର କିଛି ସମୟ ପୂର୍ବରୁ ଏକ କରୋନା ସଂକ୍ରମିତ…

ତିନୋଟି ଜିଲ୍ଲାରେ କୋହଳ ହେଲା ନିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ।ତେବେ ଏହି…

ରାଜ୍ୟରେ ପୁଣି ବଢିଲା ଲକଡାଉନ୍‌

ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ବେଳେ ପୁଣି ଜୁନ ୧୭ ଯାଏଁ ଲକ୍ କୁ ବଳବତ୍ତ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଦୀର୍ଘ ୧୬ଦିନ ପର୍ଯ୍ୟନ୍ତ ଲକଡାଉନ୍ ବଢିଥିବା ସୂଚନା ମିଳିଛି ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ…

ବାବା ରାମଦେବଙ୍କ ବିରୋଧରେ ଏକାଠି ହେଲେ ଡାକ୍ତର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୦-୦୫-୨୦୨୧ ରାମଦେବଙ୍କ ଦିନକୁ ଦିନ ଅସୁବିଧା ବଢିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ବାବାଙ୍କୁ ଆଇନଗତ ନୋଟିସ୍ ଦେଇସାରିଛି । ଭାକସିନ ଏବଂ ଏଲୋପାଥି…

୨୪ ଘଣ୍ଟାରେ ୯,୫୪୧ ସଂକ୍ରମିତ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା,୩୦-୦୫-୨୦୨୧ ରାଜ୍ୟରେ ୨୪ ଘଣ୍ଟାରେ ୯ ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୯,୫୪୧ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୩୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪,୧୯୮ ରହିଛି।ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଆଜିର ମୃତ୍ୟୁ ସହ ରାଜ୍ୟରେ…