News portal website
before header
[URIS id=5393]

ତିନୋଟି ଜିଲ୍ଲାରେ କୋହଳ ହେଲା ନିୟମ

0 165

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୩୦-୦୫-୨୦୨୧

ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ।ତେବେ ଏହି ତିନୋଟି ଜିଲ୍ଲାରେ ପଜିଟିଭିଟି ହାର 10% ତଳକୁ ଖସିଥିବାରୁ ଲକଡାଉନ୍ ନିୟମରେ ସାମାନ୍ଯ କୋହଳ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହି ତିନୋଟି ଜିଲ୍ଲାରେ ଲୋକମାନେ ସକାଳ 7 ରୁ 1 ପର୍ଯ୍ୟନ୍ତ ଆବଶ୍ୟକ ଜିନିଷ କ୍ରିୟ ବିକ୍ରୟ ସୁବିଧା ପାଇବେ ଓ ଅନ୍ୟ ସବୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସୋମବାରରୁ ଶୁକ୍ରବାର ସକାଳ 7 ଟାରୁ 11 ଟା ପର୍ଯ୍ୟନ୍ତ ଖୋଲା ରହିବ।କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ପ୍ରଥମେ ମେ ୫ରୁ ୧୯ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା ।

ଦ୍ୱିତୀୟ ପର୍ପ୍ୟାୟରେ ଜୁନ ୧ ତାରିଖ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି ପାଇଥିଲା । ଲକ୍‌ଡାଉନ ଫଳରେ ସଂକ୍ରମଣ ବୃଦ୍ଧି କମୁଥିବା ବକ୍ଷ୍ୟ କରାଯାଉଥିବାରୁ ଏହି ଅବଧିକୁ ତୃତୀୟ ପର୍ପ୍ୟାୟରେ ବୃଦ୍ଧି କରି ଜୁନ୍ ୧୭ ଯାଏଁ ଲକ୍‌ଡାଉନ ହୋଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ତେବେ ରାଜ୍ୟରେ କରୋନାର ପରବର୍ତ୍ତି ସମୟରେ ମୁକାବିଲା ଏବଂ ଟିକା କରଣରେ ଗତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀର ଭବିଷ୍ୟତର ତରଙ୍ଗକୁ ମୁକାବିଲା କରିବା ତଥା ସ୍ୱାସ୍ଥ୍ୟସେବାକୁ ଆହୁରି କିପରି ମଜବୁତ କରିବେ ସେନେଇ ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.