News portal website
before header

ଘୋଷଣା ହେଲା ଏଭରେଷ୍ଟର ନୂଆ ଉଚ୍ଚତା

ନୂଆଦିଲ୍ଲୀ: ତା-୮-୧୨-୨୦୨୦ ଆସିଲା ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା । ଏଭରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି। ନୂଆ ଉଚ୍ଚତା ଘୋଷଣା କଲେ ନେପାଳର ବୈଦେଶିକ ମନ୍ତ୍ରୀ । ପୂର୍ବରୁ ଏଭରେଷ୍ଟର ଉଚ୍ଚତା ଥିଲା ୮୮୪୮ ମିଟର ।୧୯୫୪ରେ ଭାରତର…

ଦୁନିଆର ପ୍ରଥମ ମହିଳା ନେଲେ କୋଭିଡ ଟୀକା

ଲଣ୍ଡନ: ତା-୮-୧୨-୨୦୨୦ ବ୍ରିଟେନର 90 ବର୍ଷିୟ ମାର୍ଗେଟ୍ କିନ୍ନ୍ କରୋନା ଟିକା ନେଇଥିବା ଦୁନିଆର ପ୍ରଥମ ମହିଳା ହୋଇଛନ୍ତି। ତାଙ୍କୁ ଫାଇଜର-ବାୟୋଟେକ୍ ଦ୍ୱାରା ବିକଶିତ ଟିକା ଦିଆଯାଇଛି। କେନ୍ଦ୍ରୀୟ ଇଂଲଣ୍ଡର କୋଭେଣ୍ଟ୍ରିସ୍ଥିତ ଏକ ସ୍ଥାନୀୟ ଡାକ୍ତରଖାନାରେ ମଙ୍ଗଳବାର ସକାଳ 6.31…

ଏସ୍ଆଇଟିକୁ ଯଦୁପୁରୁ ଗ୍ରାମବାସୀଙ୍କ ବିରୋଧ

ଭୁବନେଶ୍ବର: ତା-୮-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସ୍ଆଇଟି। ଆଜି ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି…

ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ

ଭୁବନେଶ୍ବର: ତା-୮-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ । ଏଥିପାଇଁ ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ । ରିମାଣ୍ଡରେ ଆଣି ଆକାଶଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।…

2021ରେ ଭାରତରେ 5G ସେବା

ଭୁବନେଶ୍ବର: ତା-୮-୧୨-୨୦୨୦ ଭାରତୀୟ ମୋବାଇଲ‌ କଂଗ୍ରେସ(IMC)ରେ ରିଲାଏନ୍‌ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ୨୦୨୧ ମଝି ସୁଦ୍ଧା ଭାରତରେ 5G ସୁବିଧା ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ସୁବିଧାରେ ମିଳିବା ଲାଗି ନୀତିରେ ସୁଧାର ଲୋଡ଼ା ବୋଲି ସେ…

ଭାରତ ବନ୍ଦର ପ୍ରଭାବ : ଅଖ ଚକ ଜାମ

ଭୁବନେଶ୍ୱର: ତା-୮-୧୨-୨୦୨୦ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଏହି ବନ୍ଦ ର ପ୍ରଭାବ ଦେଖାଯାଇଛି। ଭୁବନେଶ୍ୱର ଓ କଟକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।…

ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର: ତା-୭-୧୨-୨୦୨୦ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧୁକ…

ଏଥର ହେବନି +3 ଓ ପିଜି ପରୀକ୍ଷା

ଭୁବନେଶ୍ବର: ତା-୭-୧୨-୨୦୨୦ କରୋନା ମହାମାରୀ ଯୋଗୁଁ ଚଳିତ ଥର ହେବନି ୟୁଜି ଓ ପିଜି ପରୀକ୍ଷା । ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା…

ଭାରତ ବନ୍ଦର ପ୍ରଭାବ : ଘୁଞ୍ଚିଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା

ଭୁବନେଶ୍ବର: ତା-୭-୧୨-୨୦୨୦ OPSC ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଚାଷୀ ସଙ୍ଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦର ଡାକର ଦେଇଥିବାରୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ତାରିଖ ଘୁଞ୍ଚିଛି। ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବଦଳରେ ଜାନୁଆରୀ ୨ରେ ପରୀକ୍ଷା ହେବା  ।  …

କୁକୁର ଫ୍ଯାମିଲି ପ୍ଲାନିଂ ପାଇଁ ୬୦ ଲକ୍ଷ

ଭୁବନେଶ୍ବର: ତା-୭-୧୨-୨୦୨୦ କୁକୁର ବନ୍ଧ୍ୟାକରଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ରିଲିଜ୍‌ କରାଯାଇଛି। ୨ଟି ମହାନଗର ନିଗମ ଓ ୭ଟି ପୌରପାଳିକାରେ କୁକୁର ବନ୍ଧ୍ୟାକରଣ ପାଇଁ ଏହି ଟଙ୍କା ରିଲିଜ୍‌ କରାଯାଇଛି । ଏଥିପାଇଁ ୫୮ ଲକ୍ଷ ୫୬ ହଜାର ଟଙ୍କା ରିଲିଜ୍‌…