Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ଆଜି ଗୋଟିଏ ଦିନରେ ୧୧.୦୯୯ କରୋନା ରୋଗୀ ଚିହ୍ନଟ ।
ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।
ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ!-->!-->!-->…
କ’ଣ ହୋଇପାରିବ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ…..
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୯-୦୫-୨୦୨୧
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ,!-->!-->!-->!-->!-->…
କୋରୋନାକୁ ପରାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ବାନ…
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୯-୦୫-୨୦୨୧
କରୋନା ମହାମାରୀ ଆମ ରାଜ୍ୟ ତଥା ଦେଶର ଅନେକ କ୍ଷତି ଘଟାଇସରିଛି । ସମାଜର ପ୍ରାୟ ପ୍ରତ୍ୟେକ ବର୍ଗର ଲୋକ ଏହି ମହାମାରୀ କାରଣରୁ ପ୍ରଭାବିତ ହୋଇଛନ୍ତି। ତେବେ ଶତାବ୍ଦୀର ଏହି ମହାସଙ୍କଟ ସମୟରେ ଭାଙ୍ଗି ନଯାଇ ଦୃଢ଼ ମନୋବଳ!-->!-->!-->!-->!-->…
ପୋଲିସ କୁ ମାଡମାରି ଜେଲ ଗଲେ ମା,ଝିଅ
କରୋନା ମହାମାରୀ ସମୟରେ । ଅମାନୀଆଙ୍କୁ ସିଧା କରିବା କରିବାକୁ ପୋଲିସ ର କଡା ଚେକିଙ୍ଗ ଚଳୁଥିଲେ ମଧ୍ଯ ଏହାକୁ କିଛି ଲୋକ ଖୁଲୁମ ଖୁଲା ଉଲଂଘନ କରୁଥିବାର ନଜର ଆସୁଛନ୍ତି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛିକି । ବିନା ମାସ୍କରେ ବୁଲୁଥିଲେ ଜଣେ ମହିଳା ଓ ତାଙ୍କ ଝିଅ ।
ଲକଡାଉନ୍!-->!-->!-->…
୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୫-୨୦୨୧
୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଅଫିସ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ!-->!-->!-->!-->!-->…
ବାହାଘର ପାଇଁ ସର୍ବାଧିକ ୨୫ ଜଣଙ୍କୁ ଅନୁମତି, ଭୋଜିଭାତକୁ ନାହିଁ ଅନୁମତି
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୫-୨୦୨୧
ରାଜ୍ୟରେ ଆସନ୍ତା ଜୁନ ୧ ପର୍ଯ୍ୟନ୍ତ ଲକଡାଉନ୍କୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ଲକ୍ଡାଉନ ଲାଗୁ କରିଥିବା ବେଳେ ଆଜି ପୁଣି ଏହାକୁ!-->!-->!-->!-->!-->…
ବିଏମ୍ସି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବ୍ୟବସ୍ଥା ,ଗୋଟିଏ କଲ୍ରେ ପହଞ୍ଚିବ ଟିକା ଗାଡ଼ି
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୫-୨୦୨୧
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଏମ୍ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ!-->!-->!-->!-->!-->…
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା : ଆସନ୍ତା ୨୩ରେ ନେଇପାରେ ବାତ୍ୟାର ରୂପ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୮-୦୫-୨୦୨୧
କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଂଟରର ମୁଖ୍ୟ ରାଜେନ୍ଦ୍ର ଜେନା ପ୍ରକାଶ କରିଛନ୍ତି । ଟ୍ୱିଟ ଯୋଗେ ଭୂବିଜ୍ଞାନ!-->!-->!-->!-->!-->…
ଓଡିଶା ରେ ବଢିଲା ଲକ୍ ଡାଉନ୍
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୮-୦୫-୨୦୨୧
ସାରା ରାଜ୍ୟରେ ବଢିଲା ଲକ୍ ଡାଉନ୍। ଲକ୍ ଡାଉନ ଆସନ୍ତା କାଲି ସାରିବାକୁ ଥିବାବେଲେ ରାଜ୍ୟ ସରକାର ଙ୍କ ଦ୍ଵାରା ଲକ୍ ଡାଉନ୍ କୁ ଜୁନ ମାସ ୧ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ!-->!-->!-->!-->!-->!-->!-->…
