News portal website
before header
[URIS id=5393]

ପୋଲିସ କୁ ମାଡମାରି ଜେଲ ଗଲେ ମା,ଝିଅ

0 532

କରୋନା ମହାମାରୀ ସମୟରେ । ଅମାନୀଆଙ୍କୁ ସିଧା କରିବା କରିବାକୁ ପୋଲିସ ର କଡା ଚେକିଙ୍ଗ ଚଳୁଥିଲେ ମଧ୍ଯ ଏହାକୁ କିଛି ଲୋକ ଖୁଲୁମ ଖୁଲା ଉଲଂଘନ କରୁଥିବାର ନଜର ଆସୁଛନ୍ତି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛିକି । ବିନା ମାସ୍କରେ ବୁଲୁଥିଲେ ଜଣେ ମହିଳା ଓ ତାଙ୍କ ଝିଅ ।

Notice

ଲକଡାଉନ୍ ନିୟମ ଉଲଲଂଘନ କରୁଥିବା ଦେଖି ମା’ଝିଅଙ୍କୁ ଅଟକାଇଥିଲେ ମହିଳା ପୋଲିସ୍ ଏବଂ ମାସ୍କ ପିନ୍ଧିବା ପାଇଁ କହିଥିଲେ । ହେଲେ ଅମାନିଆଙ୍କ ପରି ପୋଲିସ ସହ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ ମା’ଝିଅ । ଏହାପରେ ଜଣେ ମହିଳା ପୋଲିସ ଅମାନିଆ ମହିଳାଙ୍କୁ ଚାପୁଡ଼ା ମାରିଥିଲେ ।
ମହିଳା ଜଣକ ନିଜର ଭୁଲ ଭୁଝି ନ ପାରି ଓଲଟି ପୋଲିସକୁ ସେକି ପିଟିଥିଲେ । ଫଳରେ ଉଭୟଙ୍କୁ ଜେଲ ଯିବାକୁ ପଡ଼ିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଉତ୍ତରପ୍ରଦେଶର ସାଗର ଜିଲ୍ଲାରେ

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia

Leave A Reply

Your email address will not be published.