Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଅଯୋଗ୍ୟ ମଧ୍ଯରେ ଯୋଗ୍ୟ କେତେ? ହେବକି ତଦନ୍ତ?
ଯାଜପୁର
ତା-୨୩-୦୭-୨୦୨୦
କାଳିଆ ଟଙ୍କା ଫେରାଇବାକୁ ନୋଟିସ ଜାରି କଲା କୃଷିବିଭାଗ ।ଯାଜପୁର ଜିଲ୍ଲା ବରୀ ବ୍ଲକର 29ପଞ୍ଚାୟତ ରୁ 304ଜଣ ଅଯୋଗ୍ୟ ହିତାଧିକାରୀ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି।
ବରୀ ବ୍ଲକର ଧାରପୁର ପଞ୍ଚାୟତରୁ ସର୍ବାଧିକ 26ଜଣ ଅଯୋଗ୍ୟ!-->!-->!-->!-->!-->!-->!-->!-->!-->…
କିଏ ଅସହାୟ ସରକାର ନା ପ୍ରଶାସନ? ଭାଇରାଲ୍ ଭିଡିଓ ଘଟଣାରେ କି ତଦନ୍ତ ହେଲା?
https://youtu.be/-kqzKXc82P4
ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ!
ଭୁବନେଶ୍ୱର
ତା-୨୦-୦୭-୨୦୨୦
ପ୍ରସିଦ୍ଧ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ଆଜି ସନ୍ଧ୍ୟାରେ ଗୁରୁତର ଅସୁସ୍ଥ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି!-->!-->!-->!-->!-->!-->!-->…
ଜନ୍ମେଜୟଙ୍କର ପାଓ୍ବାର କରିଡରରେ ବଢୁଛି କି ଦବଦବା? କ’ଣ ଉତ୍ତର ଦେଲେ ଦେଖନ୍ତୁ।
https://youtu.be/WSQIPTSRn5c
ରାଜ୍ଯ ସ୍ବାଧୀନତା ସଂଗ୍ରାମି ସମିତି ସଭାପତି ନୀଳମଣି ସାମଲ ମନୋନୀତ
https://www.facebook.com/110189273756488/posts/288634392578641/
ନାମ ଲେଖା ଫି’ ତଥ୍ୟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ବର
ତା-୧୭-୦୭-୨୦୨୦
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜ, ସେଲ୍ଫ ଫାଇନାନ୍ସିଂ କଲେଜ, ସଂସ୍କୃତ ମହାବିଦ୍ୟାଳୟ ସମେତ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ(ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ) ଓ ଭବାନୀପାଟଣା ସରକାରୀ ସ୍ୱୟଂଶାସିତ!-->!-->!-->!-->!-->!-->!-->!-->!-->…
ନୀଳମଣି ସାମଲ ରାଜ୍ଯ ସ୍ବାଧୀନତା ସଂଗ୍ରାମୀ ସଭାପତି
ଭୁବନେଶ୍ୱର
ତା-୧୭-୦୭-୨୦୨୦
ଓଡିଶା ରାଜ୍ଯ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନୀଳମଣି ସାମଲ। ଅଖିଳ ଭାରତ ସ୍ବାଧୀନତା ସଂଗ୍ରାମୀ ସମିତିର ଅନୁମୋଦନ କ୍ରମେ ରାଜ୍ଯ ସମିତିର!-->!-->!-->!-->!-->!-->!-->!-->!-->…
ବଦଳିଲେ କଟକ ଭୁବନେଶ୍ୱର ଡିସିପି;ଆଇପିଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର
ତା-୧୪-୦୭-୨୦୨୦
♦️ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାଶ
♦️କଟକ ଡିସିପି ହେଲେ ପ୍ରତୀକ ସିଂହ
♦️ସୁନ୍ଦରଗଡ଼ ଏସ୍ପି ହେଲେ ସାଗରିକା ନାଥ
♦️ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପିବଦଳିଲେ ଭୁବନେଶ୍ୱର ଓ କଟକ ଡିସିପି।
ଆଇପିଏସ ସ୍ତରରେ ଆଜି!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
