News portal website
before header
[URIS id=5393]

ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ!

0 270

ଭୁବନେଶ୍ୱର

ତା-୨୦-୦୭-୨୦୨୦

ପ୍ରସିଦ୍ଧ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଆଜି ସନ୍ଧ୍ୟାରେ ଗୁରୁତର ଅସୁସ୍ଥ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ତେବେ ସେ କିଛି ସମୟ ତଳେ ସମସ୍ତଙ୍କୁ ଛାଡି ଅଫେରା ବାଟକୁ ପଳାଇଛନ୍ତି ତାଙ୍କର ଏ ଖବରରେ ଓଲିଉଡ ଜଗତ ସ୍ତବ୍ଧ। ଏକ ଯୁଗର ଅବସାନ ଘଟିଛି ବୋଲି ବିଶିଷ୍ଟ କଳାକାର ମାନେ ମତ ବ୍ୟକ୍ତ କରିଛନ୍ତି।

ତାଙ୍କର ଦେହାନ୍ତ ଖବର ପାଇ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଛୁଟୁଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.