News portal website
before header
[URIS id=5393]

ବିନା ଭକ୍ତରେ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ।

0 201

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୫-୦୬-୨୦୨୧

ଆଜିଠୁ ଅଲାରନାଥଙ୍କ ଅନବସର ନୀତି । ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି । ସ୍ନାନବେଦୀରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ୱର । ସୁସ୍ଥ ହେବା ପାଇଁ ୧୫ ଦିନ ଧରି ଅଣସର ପିଣ୍ଡିରେ ଚାଲିବ ଗୁପ୍ତ ସେବା ।ଏହି ସମୟରେ ରତ୍ନ ସିଂହାସନ ଉପରେ ହେଉଛି ପଟିଦିଅଁ ପୂଜା । ଏହି ସମୟରେ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିରରେ ବଦଳରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଯାଇଥାନ୍ତି ଭକ୍ତ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ବିଶ୍ୱାସ ରହିଛି ବର୍ଷ ତମାମ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ। କିନ୍ତୁ ଚଳିତବର୍ଷ କରୋନା ପାଇଁ ଅଲାରନାଥଙ୍କ ପୀଠରେ ଲାଗିଛି ୧୪୪ । ଆଜିଠାରୁ ଜୁଲାଇ ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । କେବଳ ପାଳିଆ ସେବାୟତଙ୍କୁ ନେଇ ଆରମ୍ଭ ହୋଇଛି ଅନବସର ନୀତି । ଭୋର ୪ ଟାରୁ ଦ୍ୱାର ଫିଟିବା ପରେ ଚାଲିଛି ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.