ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୬-୨୦୨୧
ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ଦ୍ବାରା ବିକଶିତ ହୋଇଥିବା କୋଭିଡ-୧୯ ଟିକା ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଅଳ୍ପ ପରିମାଣରେ ଉପଲବ୍ଧ ହେବ।ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ ବ୍ୟକ୍ତିଗତ ଭାବରେ ଆମେରିକାର ଭିତ୍ତିକ ଉତ୍ପାଦକଙ୍କଠାରୁ ଏହି ଟିକା କ୍ରୟ କରିବା ପ୍ରକ୍ରିୟାରେ ଅଛି।
ଜନସନ ଆଣ୍ଡ ଜନସନଙ୍କ ଟିକା ଜୁଲାଇ ମାସ ସୁଦ୍ଧା ଭାରତରେ ପହଞ୍ଚିପାରେ, ଯଦିଓ ଏହା ପ୍ରାରମ୍ଭରେ ଏହା ଅଳ୍ପ କିଛି ମାତ୍ରାରେ ସୀମିତ ରହିବ । ତେବେ ଭରାତରେ ଏହାର ମୁଲ୍ଯ ଗୋଟିଏ ଡୋଜ ପ୍ରତି ୨୫ ଡଲାର ରହିପାରେ ଅର୍ଥାତ ପାଖାପାଖି ୧୯୦୦ ଟଙ୍କା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
