Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
OPSC Rank-29 ରେ ବଡଚଣାର ପୁଅ!
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୯ତମ ସ୍ଥାନ ହାସଲ କରି ବଡ଼ଚଣା ପାଇଁ ଗୌରବ ଆଣିଛନ୍ତି ମାନସ ମୋହନ ସେଠ !ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ୨୦୨୧-୨୨ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡ଼ା ଗ୍ରାମର!-->…
ବିମାନ ବନ୍ଦରରେ ପହଁଚିଲେ ମହାମହିମ ରାଷ୍ଟ୍ରପତି।
ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ।
ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ,ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା ନେତ୍ରୀ ଉପସ୍ଥିତ।
୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ!-->!-->!-->!-->!-->!-->!-->…
ବଳକା ଥିଲେ ଦେଇଯାଅ; ଆବଶ୍ୟକ ଥିଲେ ନେଇଯାଅ!
ସମାଜସେବୀ ଗଗନ ପାଇଟାଳ!
ନାଁ ଟିକୁ ଶୁଣୁ ଶୁଣୁ ଆପଣ ଜାଣି ସାରିବେଣୀ ଆଜିର ଆଲୋଚନା କାହାଙ୍କୁ ନେଇ।ଗରିଵ,ଖଟିଖିଆ,ଅବହେଳିତ,ମେହେନତି ମଣିଷର ଦରଦୀ ବନ୍ଧୁ ଗଗନ ସାର ଙ୍କ କଥା ଆମେ କହୁଛୁ।
https://youtu.be/YZL-d8uufGA
ଜଗତସିଂହପୁର ଜିଲ୍ଲାରେ ଗଗନ ସାରଙ୍କ!-->!-->!-->!-->!-->!-->!-->…
ଜମିଜମା ଘଟଣାକୁ କେନ୍ଦ୍ର-କରି ଦୁଇ ପରିବାର ହାତାହାତି!
ଦୀର୍ଘଦିନର ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ।ଉଭୟ ପକ୍ଷଙ୍କ ମୁଣ୍ଡ ଫାଟି କ୍ଷତ ହୋଇଥିବାର ଦେଖିବାକୁ ମିଳିଛି।ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରଇପୁର ଗ୍ରାମର କଳ୍ପତରୁ ତରାଇ ଓ ତାଙ୍କ ଭାଇଆ ସୁରେନ୍ଦ୍ର ତରାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଘର କରି!-->…
ମାଗଣାରେ ରେନି ପ୍ରୋଜେକ୍ଟ!
ଭୂତଳ ଜଳ ସଂରକ୍ଷଣ ପାଇଁ ରେନି ପ୍ରୋଜେକ୍ଟ।
ବର୍ତ୍ତମାନ ମାଟିର ଘୋର ଅଭାବ,ଯେଉଁଆଡକୁ ଲକ୍ଷ କରିବେ କଂକ୍ରିଟ,କୋଠା ଏବଂ ଟାଇଲରେ ଭରପୁର।ବର୍ଷା ହେଲେ ବର୍ଷା ଜଳ ଗଡ଼ିକି ନାଳ ନଈ କୁ ପଳାଇଯାଉଛି,ମାଟି ତଳକୁ ଯେତିକି ପରିମାଣର ଯିବା କଥା ଯାଇପାରୁନାହିଁ।ସେଥିପାଇଁ ଭୁବନେଶ୍ୱର ମହାନଗର!-->!-->!-->…
