News portal website
before header
[URIS id=5393]

ବିମାନ ବନ୍ଦରରେ ପହଁଚିଲେ ମହାମହିମ ରାଷ୍ଟ୍ରପତି।

0 237

ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ।

ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ,ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା ନେତ୍ରୀ ଉପସ୍ଥିତ।


୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।

#Bhubaneswar #DraupadiMurmu #PresidentOfIndia

Leave A Reply

Your email address will not be published.