News portal website
before header
Browsing Tag

PM Narendra Modi

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭୋଟ୍ ଦେଇଛନ୍ତି। ତେବେ ଏଠାରେ

ଅଳିଆ ଗାଡ଼ିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଚାକିରୀରୁ ବିଦା ହେଲେ ସଫେଇ କର୍ମଚାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଅଳିଆ ଗାଡ଼ିରେ ନେବା କାରଣରୁ ଚାଲିଗଲା ଚାକିରୀ। ଜଣେ ସଫେଇ କର୍ମଚାରୀ ଏହି ଦୁଇ ନେତାଙ୍କ ଫଟୋକୁ ଅଳିଆ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ଏହି ସମୟରେ ରାଜସ୍ଥାନର ଅଲୱାରରୁ ଆସିଥିବା କିଛି ଲୋକ ତାଙ୍କୁ

ଟିକାକରଣରେ ରେକର୍ଡ ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ

ଟୀକାକରଣରେ ଭାରତ ପୁଣି ଇତିହାସ ରଚିଲା। ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ। ୧୮ ମାସରେ ୨ଶହ କୋଟି ଡୋଜ୍ ପୂରଣ କଲା ଦେଶ।୫୦ଟି ଦେଶକୁ ପ୍ରାୟ ୨୩ କୋଟି ଡୋଜ୍ ରପ୍ତାନୀ କରିଛି ଭାରତ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶରେ

ଦାନ୍ତ ଉଠୁନଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଭାଇ ଭଉଣୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆସାମର ଦୁଇ ଭାଇ ଭଉଣୀଙ୍କ ଚିଠି। ଦାନ୍ତ ଉଠୁ ନଥିବାରୁ ଭାଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା

  ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ "ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ"ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପିଏମ୍ ମୋଦୀ । ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ପ୍ରକାର ସୁବିଧା ମିଳିପାରିବ।

ନୂଆ ସଂସଦ ଭବନର ନିର୍ମାଣ କାମ ତଦାରଖ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ସେଣ୍ଟ୍ରାଲ ଭିସ୍ଟା ପ୍ରୋଜେକ୍ଟର ଯାଞ୍ଚ କରିଛନ୍ତି।  ରାତି ପ୍ରାୟ 8.45 ସମୟରେ ନୂତନ ସଂସଦ ଭବନ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପିଏମ୍ ମୋଦୀ

ଆମେରିକା ହସ୍ତାନ୍ତର କରିଥିବା ୧୫୭ ଉପହାର ଧରି ସ୍ବଦେଶ ବାହୁଡିଲେ ପିଏମ୍ ମୋଦୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆମେରିକା ଗସ୍ତ ସାରି ସ୍ବଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଙ୍ଗରେ ନେଇ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ହସ୍ତାନ୍ତର କରିଥିବା ୧୫୭ଟି ପ୍ରାଚୀନ ହସ୍ତଶିଳ୍ପ ସାମଗ୍ରୀ ।ମୋଦିଙ୍କୁ ମିଳିଥିବା ଉପହାର ସମୂହ ୧୫୭