News portal website
before header
[URIS id=5393]

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଉପରେ ଲାଗୁ ଜିଏସଟି ପ୍ରସଙ୍ଗ

0 151

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିବା ଜିଏସଟି ପ୍ରସଙ୍ଗ । ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ , ଏହା ଗରିବଙ୍କ ପେଟରେ ଲାତ, ଏଥିପାଇଁ ଏକ କମିଟି ହେବା ଆବଶ୍ୟକ। ଏବଂ ଏହି କମିଟି GST କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଦରକାର। ସେହିପରି ତାରାଙ୍କୁ ସମର୍ଥନ ଜଣାଇ ମୁଢ଼ି, ଚୂଡା ଇତ୍ୟାଦିଉପରରୁ GST ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ।

Leave A Reply

Your email address will not be published.