News portal website
before header
Browsing Tag

Farmer

ଜୁଲାଇ ୧୫ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ।  ଚଳିତ ବର୍ଷ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଥିବା ଯୋଗୁଁ ନୂତନ ପଞ୍ଜିକରଣ ଆବଶ୍ୟକ । ୧୬ ଅଗଷ୍ଟ ସୁଦ୍ଧା ଫର୍ମ ପୂରଣ କରି ସମିତି କାର୍ଯ୍ୟାଳୟରେ ଚାଷୀ ମାନେ ଆବେଦନ କରିପାରିବେ । foododisha.inରେ ଫର୍ମ