ଜୁଲାଇ ୧୫ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ
ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ । ଚଳିତ ବର୍ଷ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଥିବା ଯୋଗୁଁ ନୂତନ ପଞ୍ଜିକରଣ ଆବଶ୍ୟକ । ୧୬ ଅଗଷ୍ଟ ସୁଦ୍ଧା ଫର୍ମ ପୂରଣ କରି ସମିତି କାର୍ଯ୍ୟାଳୟରେ ଚାଷୀ ମାନେ ଆବେଦନ କରିପାରିବେ । foododisha.inରେ ଫର୍ମ!-->…