[URIS id=5393]
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା/୩୧/୦୩/୨୦୨୩
ଆସୁଛି ଓଡ଼ିଆ ସିନେମା “ଇସ୍କ ଟ୍ରାଫିକ”।ଓଡ଼ିଆ ଦର୍ଶକଙ୍କ ପାଇଁ ଆସୁଥିବାର ସୂଚନା ମିଳିଛି।କମେଡି ହିରୋ ପପୁ ପମ ପମ ବା ତତ୍ଵପ୍ରକାଶ ଶତପଥୀ ଏହି ସିନେମାରେ ଥିବା ଜାଣିବାକୁ ମିଳିଛି। ଏକ ଫୋଟୋ ରେ ପପୁ ଏକ ଲୁଙ୍ଗି ପିନ୍ଧି ଏହି ମହୁରତର କାର୍ଡ ଧରି ଫୋଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିବା ଦେଖିବାକୁ ମିଳିଛି।
