Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଜୀବନଶୈଳୀ
ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବାଦ ପଡୁନାହାନ୍ତି ଛୋଟ ପିଲା।
ଅଷ୍ଟିନ୍ ନ୍ଯୁଜ/ବଡଚଣା
ତା-୧୧-୦୨-୨୦୨୨
ନିର୍ବାଚନ ପ୍ରଚାରରେ ମଝିପଡାରେ ଛୋଟ ପିଲାଙ୍କୁ ବ୍ଯବହାର। ବିପଦପୂର୍ଣ୍ଣ ଅବସ୍ଥାରେ ଛୋଟ ପିଲାଙ୍କୁ ବସାଇ ଚାଲିଛି ନିର୍ବାଚନ ପ୍ରଚାର।ପ୍ରଚାର ଗାଡି, ଗାଡି ଓପରେ ବକ୍ସ, ବକ୍ସ ଓପରେ ଛୋଟ ପିଲା। ଆଉ ବେଧଡକ ଭାବେ ଚାଲିଛି, ପ୍ରଚାର!-->!-->!-->!-->!-->…
ପଞ୍ଚାୟତ ନିର୍ବାଚନରେ ବଡଚଣା ବିଜେପିର ଦୁଇଟି ମୁଦ୍ଦା!
https://youtu.be/gXNlahCKAtA
ନୀରବିଗଲେ ସ୍ୱର ସାମ୍ରାଜ୍ଞୀ;ଲତା ମଙ୍ଗେସକର!
୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ!-->…
ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ପାଦ ଦେଇ ପ୍ରାଣ ହରାଇଲେ ସାମ୍ବାଦିକ!
କଳାହାଣ୍ଡି/ଅଷ୍ଟିନ ନ୍ଯୁଜ
ତା-୦୬-୦୨- ୨୦୨୨
ଅତ୍ୟନ୍ତ ଦୁଃଖଦ ଖବର।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳରେ ଧରିତ୍ରୀ ଖବରକାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କର ମାତ୍ର ୪୬ବର୍ଷ ବୟସରେ ଗତକାଲି ଏକ ଦୁଃଖଦ ପରିସ୍ଥିତିରେ ନିଧନ ଘଟିଛି ।
!-->!-->!-->!-->!-->!-->!-->…
